ETV Bharat / state

କୃଷି ଭିତ୍ତିଭୂମି ପାଣ୍ଠି ନେଇ ରାଜ୍ୟ ସରକାରଙ୍କୁ ଜିଲ୍ଲା ବିଜେପିର ଟାର୍ଗେଟ - ବାଲେଶ୍ବର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ କୃଷକ ମାନଙ୍କ ପାଇଁ 1 ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ ବାଲେଶ୍ଵର ଜିଲ୍ଲା ବିଜେପି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ଅନେକ ଜନହିତ ଯୋଜନା ମଧ୍ୟ ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚି ପାରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

କୃଷି ଭିତ୍ତିଭୂମି ପାଣ୍ଠି ନେଇ ରାଜ୍ୟ ସରକାରଙ୍କୁ ଜିଲ୍ଲା ବିଜେପିର ଟାର୍ଗେଟ

author img

By

Published : Aug 14, 2020, 10:00 PM IST

ବାଲେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ କୃଷକ ମାନଙ୍କ ପାଇଁ 1 ଲକ୍ଷ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ ବାଲେଶ୍ଵର ଜିଲ୍ଲା ବିଜେପି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛି ।

କୃଷି ଭିତ୍ତିଭୂମି ପାଣ୍ଠି ନେଇ ରାଜ୍ୟ ସରକାରଙ୍କୁ ଜିଲ୍ଲା ବିଜେପିର ଟାର୍ଗେଟ

ଓଡିଶା କୃଷି ବହୁଳ ରାଜ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି କୃଷି ଭିତ୍ତିକ ପ୍ୟାକେଜ ଘୋଷଣା କରିଛନ୍ତି । ଏହିସବୁ ଯୋଜନା ଗୁଡିକର ଭରପୂର ଫାଏଦା ଉଠାଇବାକୁ କୃଷକମାନଙ୍କୁ ଆହ୍ବାନ ଦେଇଛି ବିଜେପି । ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାର ବାଧକ ସାଜୁଥିବା ଦଳ କହିଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ଅନେକ ଜନହିତ ଯୋଜନା ମଧ୍ୟ ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚି ପାରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.