ETV Bharat / state

ବାଲେଶ୍ବରରେ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି

ଲକଡାଉନ ଯୋଗୁଁ କୋଚିଂ ସେଣ୍ଟର ଉପରେ ନିର୍ଭର କରି ଚଳୁଥିବା ମାଲିକମାନେ ଘର ଭଡା ଓ କର୍ମଚାରୀମାନଙ୍କୁ ଦରମା ଦେବାରେ ଅସୁବିଧା ଭୋଗୁଛନ୍ତି ।

author img

By

Published : May 29, 2020, 4:08 PM IST

demand-for-opening-of-coaching-center-in-balasore
ବାଲେଶ୍ବରରେ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି

ବାଲେଶ୍ବର: ଜିଲ୍ଲାରେ ଥିବା କୋଚିଂ ସେଣ୍ଟର ଗୁଡିକ ଖୋଲିବା ପାଇଁ ମାଲିକମାନେ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ଲକଡାଉନ ଯୋଗୁଁ କୋଚିଂ ସେଣ୍ଟର ଉପରେ ନିର୍ଭର କରି ଚଳୁଥିବା ମାଲିକମାନେ ଘର ଭଡା ଓ କର୍ମଚାରୀମାନଙ୍କୁ ଦରମା ଦେବାରେ ଅସୁବିଧା ଭୋଗୁଛନ୍ତି ।

ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରିବା ମଧ୍ୟ ସମ୍ଭବ ହେଉନାହିଁ । ଏଥିପାଇଁ କୋଚିଂ ସେଣ୍ଟର ଖୋଲିଲେ ଛାତ୍ରଛାତ୍ରୀମାନେ ମଧ୍ୟ ପଢି ପାରିବେ । କୋଭିଡ-19ର ସମସ୍ତ ଗାଇଡ଼ ଲାଇନ ମାନି କୋଚିଂ ସେଣ୍ଟର ଗୁଡ଼ିକ ଖୋଲିବା ପାଇଁ ଅନୁମତି ମାଗିଛନ୍ତି ମାଲିକମାନେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.