ETV Bharat / state

ବାଲେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ, ଅମ୍ଫାନ କ୍ଷୟକ୍ଷତିର କରିବେ ଆକଳନ - କେନ୍ଦ୍ରୀୟ ଟିମ

ସାମୁଦ୍ରିକ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ। ପାଞ୍ଚ ଜଣିଆ ଟିମରେ କୃଷି, ମତ୍ସ୍ୟ ବିଭାଗ, ରୋଡ ଟ୍ରାନ୍ସପୋର୍ଟ, ଡ୍ରେନେଜ ବିଭାଗର ଅଫିସରମାନେ ଅଛନ୍ତି।

cyclone
ବାଲେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ
author img

By

Published : Jun 4, 2020, 3:40 PM IST

ବାଲେଶ୍ବର: ସାମୁଦ୍ରିକ ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ୱରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ। ପାଞ୍ଚ ଜଣିଆ ଟିମରେ କୃଷି, ମତ୍ସ୍ୟ ବିଭାଗ, ରୋଡ ଟ୍ରାନ୍ସପୋର୍ଟ, ଡ୍ରେନେଜ ବିଭାଗର ଅଫିସରମାନେ ଅଛନ୍ତି।

ବାଲେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ

ଜିଲ୍ଲାର ଭୋଗରାଇ ଓ ବାଲିଆପାଳ ବ୍ଳକରେ ଅମ୍ଫାନର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ଉକ୍ତ ପ୍ରଭାବିତ ଅଞ୍ଚଳ ଗୁଡିକ କେନ୍ଦ୍ରୀୟ ଟିମ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବ ।

କେନ୍ଦ୍ରୀୟ ଟିମ କୃଷିକ୍ଷେତ୍ର, ପଶୁ ସମ୍ପଦ, ବାସଗୃହ କ୍ଷୟକ୍ଷତିର ରିପୋର୍ଟ ସଂଗ୍ରହ କରିବ। ଶ୍ରୀ ପ୍ରକାଶ ଜି ଏହି ଟିମର ନେତୃତ୍ୱ ନେଇଛନ୍ତି। ଟିମ ସହ ବାଲେଶ୍ଵର ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.