ETV Bharat / state

ବାଲେଶ୍ବରର 136 ପଞ୍ଚାୟତର 70 ହଜାରରୁ ଅଧିକ ଲୋକ ହେବେ ସ୍ଥାନାନ୍ତର - amphan update in baleswara

ଅମ୍ଫାନକୁ ନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ସଜାଗ ରହିଛି। ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଅଧିକ ପଢନ୍ତୁ..

cyclone-amphan-update-in-baleswara
cyclone-amphan-update-in-baleswara
author img

By

Published : May 18, 2020, 7:26 PM IST

ବାଲେଶ୍ବର: ବାତ୍ୟା ଅମ୍ଫାନକୁ ନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ସଜାଗ ରହିଛି। ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ବାଲେଶ୍ବରର 136 ପଞ୍ଚାୟତର 70 ହଜାରରୁ ଅଧିକ ଲୋକ ହେବେ ସ୍ଥାନାନ୍ତର
ଜିଲ୍ଲାର ଭୋଗରାଇ, ରେମୁଣା, ବାଲିଆପାଳ, ଚାନ୍ଦିପୁର ଆଦି ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସମୁଦାୟ 136 ପଞ୍ଚାୟତର 70 ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଉତ୍ତର ବାଲେଶ୍ୱରର ତଳିଆ ଅଞ୍ଚଳରୁ 14 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି। ଅନ୍ୟପଟେ ଓଡ୍ରାଫ ଓ ଏନଡିଆରଏଫ ଟିମ ସଜାଗ ରହିଛି। ଓଡ୍ରାଫର ଅଧିକ 4ଟି ଓ ଏନଡିଆର ଏଫ ର 3ଟି ଟିମ ପ୍ରସ୍ତୁତ ରହିଛନ୍ତି।ସେହିପରି ଅଗ୍ନିଶମ ବିଭାଗର 8 ଟିମ ଜିଲ୍ଲାର ବିଭିନ୍ନ ବ୍ଲକକୁ ପଠାଯାଇଛି। ଏହାସହ ପ୍ରତି ବ୍ଲକରେ ଥିବା ଅଗ୍ନିଶମ ବିଭାଗ ଦ୍ଵାରା କାର୍ଯ୍ୟ ତ୍ଵରାନ୍ନିତ କରାଯିବ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.