ETV Bharat / state

ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ହେବ ଶ୍ମଶାନ

ବିଭିନ୍ନ ପ୍ରକାର ଜନକଲ୍ୟାଣକାରୀ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବାଲେଶ୍ଵର ସଦର ବିଧାୟକ ସ୍ବରୁପ କୁମାର ଦାସ ।

ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ହେବ ଶ୍ମଶାନ
ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ହେବ ଶ୍ମଶାନ
author img

By

Published : Mar 20, 2021, 10:01 PM IST

ବାଲେଶ୍ଵର: ସହରର ବିଭିନ୍ନ ପ୍ରକାର ଜନକଲ୍ୟାଣକାରୀ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସଦର ବିଧାୟକ ସ୍ବରୁପ କୁମାର ଦାସ । ୨୨ ଲକ୍ଷ ୪୧ ହଜାର ଟଙ୍କା ବ୍ୟୟରେ ବାପଟିଷ୍ଟ ଖ୍ରୀଷ୍ଟଧର୍ମୀ ବାସିନ୍ଦାଙ୍କ ପାଇଁ ଏକ ଶ୍ମଶାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ହେବ ଶ୍ମଶାନ
ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ହେବ ଶ୍ମଶାନ

ସେହିପରି ବାଲେଶ୍ଵର ସହରର ଦରଘା ମୈଦାନରେ ମୁସଲିମ ଧର୍ମର ବାସିନ୍ଦାଙ୍କ ସୁବିଧା ପାଇଁ ୨୭ ଲକ୍ଷ ୩୬ ହଜାର ଟଙ୍କା ବ୍ୟୟରେ ଏକ କବରସ୍ଥାନର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ସଦର ଉପନିର୍ବାଚନ ବେଳେ ବାଲେଶ୍ଵରର ଦାୟିତ୍ବ ମୁଖ୍ୟମନ୍ତ୍ରୀ ନେବେ ବୋଲି କହିଥଲେ । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବା ପରେ ସଦର ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.