ETV Bharat / state

ଜଳେଶ୍ବର ତହସିଲ ଆଗରେ ସିପିଆଇଏମର ଧାରଣା - relief

ଜଳେଶ୍ବର ତହସିଲ ସମ୍ମୁଖରେ ସିପିଆଇଏମ ପକ୍ଷରୁ 5ଦଫା ଦାବି ନେଇ ଧାରଣା ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 15, 2019, 8:46 PM IST

ବାଲେଶ୍ବର: ଫନି ପ୍ରଭାବିତ ଅଞ୍ଚଳକୁ ସହାୟତା ପଠାଉଛନ୍ତି ସରକାର । ତେବେ ସମସ୍ତ ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚି ପାରୁନଥିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ତହସିଲ ପକ୍ଷରୁ ଅଭିଯୋଗ ଆସିଛି । ଏନେଇ ଜଳେଶ୍ବର ତହସିଲ ସମ୍ମୁଖରେ ସିପିଆଇଏମ ପକ୍ଷରୁ 5ଦଫା ଦାବି ନେଇ ଧାରଣା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ବାତ୍ୟା ଫନି ଦ୍ବାରା ସୁଗୋ ପଞ୍ଚାୟତରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ତଦନ୍ତ କରାଯାଇ ନାହିଁ । ଭାଙ୍ଗି ଯାଇଥିବା ଘରକୁ ପଲିଥିନ ଟିଏ ମଧ୍ୟ ସହାୟତା ମିଳିପାରି ନଥିବା ଅଭିଯୋଗ ହୋଇଛି । ଏହାସହ କ୍ଷତିଗ୍ରସ୍ତ ଧାନ ଚାଷୀଙ୍କ ଧାନକୁ ସରକାର ମଣ୍ଡି ମାଧ୍ୟମରେ ତୁରନ୍ତ କିଣିବା ପାଇଁ ମଧ୍ୟ ଦାବି ହୋଇଛି ।

ଦୀର୍ଘ ସମୟ ଧାରଣା ପରେ ଜଳେଶ୍ବର ମ୍ୟୁନସିପାଲଟି ଅଧିକାରୀ ହୃଷିକେଶ ପାଣି ତହସିଲରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ଜଳେଶ୍ବର ତହସିଲ ଆଗରେ ସିପିଆଇଏମର ଧାରଣା।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 15/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲାରେ ଜଳେଶ୍ବର ତହସିଲ ସମ୍ମୁଖରେ ସିପିଆଇଏମ ପକ୍ଷରୁ 5ଦଫା ଦାବି ନେଇ ଧାରଣା ଦିଆଯାଇଥିଲା।
ସୂଚନା ଅନୁସାରେ, ବାତ୍ୟା ଫୋନିରେ ସୁଗୋ ପଞ୍ଚାୟତରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ତଦନ୍ତ କରାଯାଇ ନାହିଁ କିମ୍ବା ଭାଙ୍ଗି ଯାଇଥିବା ଘରକୁ ପଲିଥିନ ଟିଏ ମଧ୍ୟ ସହାୟତା ମିଳିପାରି ନଥିବା ଅଭିଯୋଗ ହୋଇଛି। ଏହାସହ କ୍ଷତିଗ୍ରସ୍ତ  ଧାନ ଚାଷୀମାନଙ୍କର ଧାନକୁ ସରକାର ମଣ୍ଡି ମାଧ୍ୟମରେ ତୁରନ୍ତ କିଣିବା ପାଇଁ ମଧ୍ୟ ଦାବି ହୋଇଛି। ଦୀର୍ଘ ସମୟ ଧାରଣା ପରେ ଜଳେଶ୍ବର ମୁନସିପାଲଟି ର ଏକଜକ୍ଯୁଟିଭ ଅଫିସର ହୃଷିକେଶ ପାଣି ତହସିଲ ରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.