ETV Bharat / state

ବାଲେଶ୍ବର ନିଳିଆବାଗରେ କଣ୍ଟେନମେଣ୍ଟ କଟକଣା ବୃଦ୍ଧି

ଆସନ୍ତା ମେ ମାସ 2 ତାରିଖ ଯାଏଁ କଣ୍ଟେନମେଣ୍ଟ କଟକଣା ବୃଦ୍ଧି ପାଇଛି । ପରିସ୍ଥିତିକୁ ଦେଖି ସହରରେ ବଢାଯାଇଛି କଣ୍ଟେନମେଣ୍ଟ କଟକଣା । ଅଧିକ ପଢନ୍ତୁ...

ବାଲେଶ୍ବର ନିଳିଆବାଗରେ କଣ୍ଟେନମେଣ୍ଟ କଟକଣା ବୃଦ୍ଧି
ବାଲେଶ୍ବର ନିଳିଆବାଗରେ କଣ୍ଟେନମେଣ୍ଟ କଟକଣା ବୃଦ୍ଧି
author img

By

Published : Apr 25, 2020, 9:48 PM IST

Updated : Apr 26, 2020, 10:39 AM IST

ବାଲେଶ୍ବର: ପରିସ୍ଥିତିକୁ ଦେଖି ସହରରେ ବଢାଯାଇଛି କଣ୍ଟେନମେଣ୍ଟ କଟକଣା । ନିଳିଆବାଗ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା ହୋଇଥିଲା । ତେବେ ଶନିବାର ଏହାର ଅବଧି ଶେଷ ହେଉଥିଲା ।

ବାଲେଶ୍ବର ନିଳିଆବାଗରେ କଣ୍ଟେନମେଣ୍ଟ କଟକଣା ବୃଦ୍ଧି

ମାତ୍ର ସଂକ୍ରମଣ ବୃଦ୍ଧି ଯୋଗୁଁ ଉକ୍ତ ଅଞ୍ଚଳରେ ଆସନ୍ତା ମେ ମାସ 2 ତାରିଖ ଯାଏଁ କଣ୍ଟେନମେଣ୍ଟ କଟକଣା ବୃଦ୍ଧି ପାଇଛି । ଗତ ଏପ୍ରିଲ 18ରେ ବାଲେଶ୍ବରରେ ପ୍ରଥମ କୋରୋନା ଆକ୍ରାନ୍ତ ନିଳିଆବାଗ ଅଞ୍ଚଳରେ ଚିହ୍ନଟ ହୋଇଥିଲା ।

ପରେ 25 ତାରିଖ ପର୍ଯ୍ୟନ୍ତ ସେଠାରେ ଥିବା 3ଟି ୱାର୍ଡକୁ ସିଲ କରିବା ସହ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ମାତ୍ର ଗତ କିଛିଦିନ ଭିତରେ ଉକ୍ତ ଅଞ୍ଚଳରେ 8 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ କଟକଣାକୁ ବୃଦ୍ଧି କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 26, 2020, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.