ETV Bharat / state

ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡକୁ ନେଇ ବିଜେପିର ପଦଯାତ୍ରା

author img

By

Published : Dec 24, 2020, 1:37 PM IST

ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡ ଘଟଣାକୁ ନେଇ ବାଲେଶ୍ବର ସଦର ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି। ଅଧିକ ପଢନ୍ତୁ...

ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡରେ ବିଜେପିର ପଦଯାତ୍ରା
ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡରେ ବିଜେପିର ପଦଯାତ୍ରା ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡରେ ବିଜେପିର ପଦଯାତ୍ରା

ବାଲେଶ୍ବର: ବାଲେଶ୍ବର ସଦର ବିଜେପି ପକ୍ଷରୁ ପଦଯାତ୍ରା । ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡ ଘଟଣାକୁ ନେଇ ବାଲେଶ୍ବର ସଦର ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି। ନାବାଳିକାର ହତ୍ୟାକାରୀ ଧରାପଡିବା ଘଟଣାକୁ ବିଜେପି ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି କରାଯାଇଛି । ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଇଛି।

ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡରେ ବିଜେପିର ପଦଯାତ୍ରା

ଏହାସହ ଏସଆଇଟିର ତଦନ୍ତ ରାଜ୍ୟ ସରକାରଙ୍କୁ ସୁହାଇଲା ଭଳି କରାଯାଉଥିବା ବିଜେପି ଅଭିଯୋଗ କରିଛି। ଏନେଇ ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ଏକ ପଦଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.