ETV Bharat / state

ରାସ୍ତା ମରାମତି ଦାବିରେ ରାସ୍ତାରୋକ କଲା ବିଜେପି - baleswar latest news

ଦୀର୍ଘଦିନ ଧରି ରଘୁନାଥ ପ୍ରେସ ଛକ ଠାରୁ ଗୋପାଳ ଗାଁ ଟାଉନ ହଲ ଛକ ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଅନେକ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନ ପାଖରେ ଦାବି ରଖିଥିଲେ ମଧ୍ୟ କେବଳ ପ୍ରତିଶୃତି ଛଡା ମରାମତି କାର୍ଯ୍ୟ ସମ୍ପାଦିତ କରାଯାଇନାହିଁ । ବାରମ୍ବାର ପ୍ରଶାସନ ପାଖରୁ ବିଫଳ ହେବାପରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା।

ରାସ୍ତା ମରାମତି ଦାବିରେ ବିଜେପି କଲା ରାସ୍ତାରୋକ

author img

By

Published : Sep 21, 2020, 1:47 PM IST

Updated : Sep 21, 2020, 4:13 PM IST

ବାଲେଶ୍ଵର: ସହରର ଗୋପାଳଗାଁ ରାସ୍ତା ମରାମତି ଦାବିରେ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଦୀର୍ଘଦିନ ଧରି ରଘୁନାଥ ପ୍ରେସ ଛକ ଠାରୁ ଗୋପାଳ ଗାଁ ଟାଉନ ହଲ ଛକ ଯାଏଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଅନେକ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନ ପାଖରେ ଦାବି ରଖିଥିଲେ ମଧ୍ୟ କେବଳ ପ୍ରତିଶୃତି ଛଡା ମରାମତି କାର୍ଯ୍ୟ ସମ୍ପାଦିତ କରାଯାଇନାହିଁ । ବାରମ୍ବାର ପ୍ରଶାସନ ପାଖରୁ ବିଫଳ ହେବାପରେ ବିଜେପି ପକ୍ଷରୁ ଫାଣ୍ଡି ଛକରୁ ମୋତିଗଞ୍ଜ ରାସ୍ତାର ଚିଡ଼ିଆପୋଲ ଛକ ନିକଟରେ ରାସ୍ତାରୋକ କରାଯାଇଥିଲା।

ରାସ୍ତା ମରାମତି ଦାବିରେ ରାସ୍ତାରୋକ କଲା ବିଜେପି

ଦୀର୍ଘସମୟ ରାସ୍ତାରୋକ ପରେ ଉପଜିଲ୍ଲାପାଳ ପାଟିଲ ଆଶିଷ କୁମାର ଧାରଣାସ୍ଥଳରେ ପହଞ୍ଚି ଆଗାମୀ 7 ଦିନରୁ 10 ଭିତରେ ରାସ୍ତା କାର୍ଯ୍ୟ ତ୍ବାରିନ୍ବିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର ହୋଇଥିଲା।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 21, 2020, 4:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.