ETV Bharat / state

ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ, 2 ମୃତ

ସୋର ଅଞ୍ଚଳରେ ବାଇକ ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇ ଏମିତି ଘଟଣା ଘଟିଥିବା ଜଣାପଡିଛି।

author img

By

Published : Apr 6, 2019, 2:07 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ସୋର ୧୬ନଂ ଜାତୀୟ ରାଜପଥ ତଳ ନଗର ଠାରେ ଟ୍ରକକୁ ପଛରୁ ପିଟିବାରୁ ଦୁଇ ବାଇକ ଆରୋହୀଙ୍କ ମୃତ୍ଯୁ ହୋଇଛି। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଗୁରୁବାର ରାତିରେ ଏକ ଟ୍ରକ ଖରାପ ହୋଇ ତଳ ନଗର ଠାରେ ରାଜପଥରେ ଛିଡା ହୋଇଥିଲା। ସୋର ପଟୁ ଯାଉଥିବା ଦୁଇ ଯୁବକ ରାଜପଥ କଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ, 2 ମୃତ

ବାଲେଶ୍ୱର: ଜିଲ୍ଲା ସୋର ଅଞ୍ଚଳରେ ବାଇକ ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇ ଏମିତି ଘଟଣା ଘଟିଥିବା ଜଣାପଡିଛି।

ସୂଚନା ଅନୁସାରେ, ସୋର ୧୬ନଂ ଜାତୀୟ ରାଜପଥ ତଳ ନଗର ଠାରେ ଟ୍ରକକୁ ପଛରୁ ପିଟିବାରୁ ଦୁଇ ବାଇକ ଆରୋହୀଙ୍କ ମୃତ୍ଯୁ ହୋଇଛି। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। 

ଗୁରୁବାର ରାତିରେ ଏକ ଟ୍ରକ ଖରାପ ହୋଇ ତଳ ନଗର ଠାରେ ରାଜପଥରେ ଛିଡା ହୋଇଥିଲା। ସୋର ପଟୁ ଯାଉଥିବା ଦୁଇ ଯୁବକ ରାଜପଥ କଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.