ETV Bharat / state

ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜୁ ଛାତ୍ର ଜନତା ଦଳର ସଂକଳ୍ପ

author img

By

Published : Oct 20, 2020, 7:20 PM IST

ବାଲେଶ୍ବର ଜିଲ୍ଲାର ସିଦ୍ଧି କଲ୍ୟାଣ ମଣ୍ଡପରେ ବିଜୁ ଛାତ୍ର ଜନତା ଦଳର ଛାତ୍ର ସମ୍ମିଳନୀ ଅନୁଷ୍ଠିତ । ସମ୍ମିଳନୀରେ ସଦର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାକୁ ସମସ୍ତ ଛାତ୍ର ନେତା ଓ କର୍ମୀମାନେ ସଂକଳ୍ପ ବଦ୍ଧ ହେବାକୁ ଆହ୍ୱାନ ଦିଆଯାଇଥିଲା । ଅଧିକ ପଢନ୍ତୁ...

ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜୁ ଛାତ୍ର ଜନତା ଦଳର ସଂକଳ୍ପ
ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜୁ ଛାତ୍ର ଜନତା ଦଳର ସଂକଳ୍ପ

ବାଲେଶ୍ବର: ଜିଲ୍ଲାର ସିଦ୍ଧି କଲ୍ୟାଣ ମଣ୍ଡପରେ ବିଜୁ ଛାତ୍ର ଜନତା ଦଳର ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ ।

ସଦର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାକୁ ସମସ୍ତ ଛାତ୍ର ନେତା ଓ କର୍ମୀମାନେ ସଂକଳ୍ପ ବଦ୍ଧ ହେବାକୁ ଆହ୍ୱାନ ଦିଆଯାଇଥିଲା । 2019 ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହାରିଥିବା ବେଳେ ଏଥିପାଇଁ ନିଜ ମୁଣ୍ଡକୁ ଦୋଷ ନେଇଥିଲେ ଛାତ୍ର ସମାଜ । ଯେଉଁ ଭୁଲ 2019ରେ ହୋଇଛି ତାହାକୁ ସୁଧାରିବା ପାଇଁ ଉପନିର୍ବାଚନରେ ସମସ୍ତ କଳ-ବଳ-କୌଶଳ ଆପଣେଇ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ୱାନ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.