ETV Bharat / state

ବାଲେଶ୍ଵର ସଦର ଉପନିର୍ବାଚନ: ଆରମ୍ଭରୁ ଇଭିଏମ ତ୍ରୁଟି

ସାବିତ୍ରୀ ନୋଡାଲ ସ୍କୁଲରେ ହୋଇଥିବା 129 ନଂ ବୁଥର ଇଭିଏମ ମେସିନରେ ତ୍ରୁଟି ଦେଖିବାକୁ ମିଳିଛି । ଏହାକୁ ନେଇ କିଛି ସମୟ ମତଦାନ ବନ୍ଦ ରହିଥିଲା ।

ବାଲେଶ୍ଵର ସଦର ଉପନିର୍ବାଚନ: ଆରମ୍ଭରୁ ଇଭିଏମ ତ୍ରୁଟି
ବାଲେଶ୍ଵର ସଦର ଉପନିର୍ବାଚନ: ଆରମ୍ଭରୁ ଇଭିଏମ ତ୍ରୁଟି
author img

By

Published : Nov 3, 2020, 8:44 AM IST

ବାଲେଶ୍ଵର: ସଦର ଉପନିର୍ବାଚନ ପାଇଁ 346ଟି ମତଦାନ କେନ୍ଦ୍ରରେ ମତଦାନ ଚାଲିଛି । ଏହି ପରିପ୍ରେକ୍ଷୀରେ ସାବିତ୍ରୀ ନୋଡାଲ ସ୍କୁଲରେ ହୋଇଥିବା 129 ନଂ ବୁଥର ଇଭିଏମ ମେସିନରେ ତ୍ରୁଟି ଦେଖିବାକୁ ମିଳିଛି । ଏହାକୁ ନେଇ କିଛି ସମୟ ମତଦାନ ବନ୍ଦ ରହିଥିଲା । ପୁଣି ନୂତନ ଇଭିଏମ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି ।

ସୂଚନାଥାଉକି, ବାଲେଶ୍ବରରେ 6 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । 2 ଲକ୍ଷ 30 ହଜାର 297 ଜଣ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.