ETV Bharat / state

Balasore MP Admitted at AIIMS: ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ଅସୁସ୍ଥ ହୋଇପଡିଥିବା ସାଂସଦ ଗତକାଲି ବାଲେଶ୍ବର ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ

ଏମସରେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ
ଏମସରେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ
author img

By

Published : Jan 3, 2023, 4:13 PM IST

ଭୁବନେଶ୍ବର: ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ପହଁଞ୍ଚିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ଉନ୍ନତ ଚିକିତ୍ସା ପାଇଁ ସାଂସଦଙ୍କୁ ଏମସରେ ଭର୍ତ୍ତି କରାଯାଇଛି ।

ଏହାବି ପଢନ୍ତୁ- MP Pratap Sarangi in ICU: ମେଡିକାଲରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଡଙ୍ଗୀ

ଏମସରେ ଭର୍ତ୍ତି ହେବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ଅସୁସ୍ଥ ହୋଇପଡିଥିବା ସାଂସଦ ଗତକାଲି ବାଲେଶ୍ବର ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ରଖି ଡାକ୍ତରୀ ଦଳ ଚିକିତ୍ସା କରୁଥିଲେ । ପରେ ଆଜି ଉନ୍ନତ ଚିକିତ୍ସା ପାଇଁ ସାଂସଦ ଷଡଙ୍ଗୀଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.