ETV Bharat / state

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଭିନ୍ନ ସଂଗଠନ

author img

By

Published : Jun 20, 2020, 1:24 AM IST

ବାଲେଶ୍ୱରର ବିଭିନ୍ନ ସଂଗଠନ ପକ୍ଷରୁ ଲଦାଖର ଗଲୱାନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଅଧିକ ପଢନ୍ତୁ...

balasor-various-organizations-pay-tribute-to-the-martyrs-of-galwan-valley
ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଭିନ୍ନ ସଂଗଠନ

ବାଲେଶ୍ବର: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଭିନ୍ନ ସଂଗଠନ ।ବାଲେଶ୍ୱରର ବିଭିନ୍ନ ସଂଗଠନ ପକ୍ଷରୁ ଲଦାଖର ଗଲୱାନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ବାଲେଶ୍ବର ସହରର ଷ୍ଟେସନ ଛକ, ଫକୀରମୋହନ କଲେଜ, ସିନେମା ଛକ ଆଦି ସ୍ଥାନରେ ଛାତ୍ର ବିଜେଡି, ଏବିଭିପି, ଯୁବ ବିଜେଡି, ସ୍ମାଇଲ ସୋସାଇଟି ପକ୍ଷରୁ ଶହୀଦଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଜାଳି ନିରବ ପ୍ରାର୍ଥନା କରାଯାଇଛି। ଏହାସହ ଓଡ଼ିଶାର ଦୁଇ ବୀର ସହିଦ ନନ୍ଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ବିରତ୍ୱକୁ ସଲାମ କରାଯାଇଛି। ସଙ୍ଗଠନ ଗୁଡିକ ପକ୍ଷରୁ ଚାଇନା ଦ୍ରବ୍ୟ ଓ ମୋବାଇଲ ଆପ ବର୍ଜନ କରିବା ପାଇଁ ଆହ୍ୱାନ ଦିଆଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.