ETV Bharat / state

ବୃକ୍ଷରୋପଣ ଓ ଜଳ ସଂରକ୍ଷଣକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ - ପରିବେଶ

ଦିନକୁ ଦିନ ନଷ୍ଟ ହେଉଥିବା ପରିବେଶକୁ ରକ୍ଷା କରିବା ପାଇଁ ସହରରେ ଆରମ୍ଭ ହୋଇଛି ନିଆରା ପ୍ରୟାସ । ଏନେଇ କୁରୁଡାସ୍ଥିତ ଓଡିଶା ଫଲୋଅପ୍ ଠାରେ ଛାତ୍ରଛାତ୍ରୀଙ୍କୁ ଗଛର ଉପକାରିତା ସମ୍ପର୍କରେ ଅବଗତ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 7, 2019, 11:00 PM IST

ବାଲେଶ୍ବର: ଦିନକୁ ଦିନ ନଷ୍ଟ ହେଉଥିବା ପରିବେଶକୁ ରକ୍ଷା କରିବା ପାଇଁ ସହରରେ ଆରମ୍ଭ ହୋଇଛି ନିଆରା ପ୍ରୟାସ । ଓଡିଶା ଏନଭାଇରନମେଣ୍ଟ ସୋସାଇଟି ପକ୍ଷରୁ ଏନେଇ ଗଛ ଲଗାଇବା ଓ ବଞ୍ଚାଇବା ପାଇଁ ପଦକ୍ଷେପ ସ୍ବରୂପ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ କୁରୁଡାସ୍ଥିତ ଓଡିଶା ଫଲୋଅପଠାରେ ଛାତ୍ରଛାତ୍ରୀଙ୍କୁ ଗଛର ଉପକାରିତା ସମ୍ପର୍କରେ ଅବଗତ କରାଯାଇଥିଲା ।

ବର୍ତ୍ତମାନ ସମୟରେ ପ୍ରଦୂଷଣ ବଢୁଥିବା ବେଳେ ପରିବେଶକୁ ରକ୍ଷା କରିବା ପାଇଁ ଗଛର ଉପକାରିତା ଜାଣିବା ନିହାତି ଦରକାର ବୋଲି ଯୋଗ ଦେଇଥିବା ଅତିଥି ମତାମତ ରଖିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବିଭୁଦତ୍ତ ବେହେରା, ଡ଼ଃ ପ୍ରଦୀପ ରଥ ଓ ସ୍ବପ୍ନା ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ସଚେତନଧର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ ଓ ତା'ର ଯତ୍ନ ସମ୍ପର୍କରେ ଅତିଥି ଆଲୋକପାତ କରିଥିଲେ । ଏଥିସହ ଜଳ ସଂରକ୍ଷଣ ଉପରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଓଡିଶା ଏନଭାଇରନମେଣ୍ଟ ସୋସାଇଟି ପକ୍ଷରୁ ଗଛ ଲଗାଇବା ଓ ବଞ୍ଚାଇବାକୁ ନେଇ ଏକ ପଦକ୍ଷେପ ନିଆଯାଇଥିଲା। ଏହି ଅବସରରେ କୁରୁଡ଼ା ସ୍ଥିତ ଓଡିଶା ଫଲୋଅପ ଠାରେ ଛାତ୍ରଛାତ୍ରୀ ଙ୍କୁ ଗଛର ଉପକାରୀତା ସମ୍ପର୍କରେ ଅବଗତ କରାଯାଇଥିଲା।

Body:ଆଜିର ଦିନରେ ପରିବେଶ ପ୍ରଦୂଷଣ ବଢୁଥିବା ବେଳେ ଏଥିପାଇଁ ସ୍ଵଛ ଓ ସବୁଜ ପରିବେଶର ଆଵଶ୍ୟକତା ରହିଛି ବୋଲି ଅତିଥିମାନେ କହିଥିଲେ। ଅତିଥିମାନଙ୍କ ମଧ୍ୟରେ ବିଭୁଦତ୍ତ ବେହେରା, ଡ଼ ପ୍ରଦୀପ ରଥ ଓ ସ୍ୱପ୍ନା ବେହେରା ଯୋଗଦେଇଥିଲେ।

Conclusion:ବୃକ୍ଷ ରୋପଣ ଓ ତାର ଯତ୍ନ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିବା ସହ ଜଳ ସଂରକ୍ଷଣ ବିଷୟରେ ଆଲୋକପାତ କରିଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.