ETV Bharat / state

ଆଶ୍ରମରେ ଅଘଟଣ, ପୂଜକଙ୍କୁ ମଠ ମହନ୍ତଙ୍କ ଆକ୍ରମଣ

ଆଶ୍ରମର ପୂଜକଙ୍କୁ ଆକ୍ରମଣ କଲେ ମହନ୍ତ । ଏଭଳି ଘଟଣା ଘଟିଛି ନୀଳଗିରି ବରହମପୁର ଥାନା ଅଧିନ ତଳଭଗା ଠାରେ ଥିବା ନିତାଇ ଗୌର ଆଶ୍ରମରେ । ଅଧିକ ପଢନ୍ତୁ..

attack-on-asharam
attack-on-asharam
author img

By

Published : Jul 2, 2020, 3:27 PM IST

ବାଲେଶ୍ଵର: ନୀଳଗିରି ବରହମପୁର ଥାନା ଅଧିନ ତଳଭଗା ଠାରେ ଥିବା ନିତାଇ ଗୌର ଆଶ୍ରମର ପୂଜକଙ୍କୁ ମଠ ମହନ୍ତ ଆକ୍ରମଣ କରିଥିବା ଅଭିଯୋଗ । ପୂଜକ କୈଳାସ ଚନ୍ଦ୍ର ମିଶ୍ର ରାଧାକୃଷ୍ଣ ମନ୍ଦିର ପୂଜା ସାରି ଫେରିବା ବେଳେ ଆଶ୍ରମର ମହନ୍ତ ମୁନା ବାବା ତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି ।

ଆଶ୍ରମରେ ଅଘଟଣ, ପୂଜକଙ୍କୁ ମଠ ମହନ୍ତଙ୍କ ଆକ୍ରମଣ

ଫଳରେ କୈଳାସଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଶ୍ରମରେ ବରହମପୁର ପୋଲିସ ପହଁଚି ତଦନ୍ତ କରିଥିବା ବେଳେ ଆକ୍ରମଣର କାରଣ ଜଣାପଡିନାହିଁ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.