ETV Bharat / state

ବାଲେଶ୍ବରର 6 ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଲା ଓ୍ବାଟର ଏଟିଏମ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ - 6 medical ATMs were set up

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ୱାଟର ଏଟିଏମ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟତିତ ଆଉ 5 ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଆରମ୍ଭ ହେଲା ଏହି ବ୍ୟବସ୍ଥା । ପଢନ୍ତୁ ଅଧିକା....

ଏକାସାଙ୍ଗରେ 6 ମେଡିକାଲରେ ଲାଗିଲା ୱାଟର ଏଟିଏମ

author img

By

Published : Nov 12, 2020, 7:45 PM IST

ବାଲେଶ୍ଵର: ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ୱାଟର ଏଟିଏମ। ଏମସିଏଲ କମ୍ପାନୀର ସହଭାଗୀତାରେ ଏହି ଏଟିଏମ ଲାଗିଥିବା ଜଣାପଡିଛି । ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ କୋଭିଡ ସମୟରେ ସ୍ଵଚ୍ଛ ଯୋଗାଇବାକୁ ଲକ୍ଷ୍ୟ ରଖି ଏମିତି ପଦକ୍ଷେପ ନିଆଯାଇଛି ।

ଏକାସାଙ୍ଗରେ 6 ମେଡିକାଲରେ ଲାଗିଲା ୱାଟର ଏଟିଏମ++

ଗୋଟିଏ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ରୁପ୍ସା ମେଡିକାଲ, ବସ୍ତା ମେଡିକାଲ, ବାଲିଆପାଳ, ଜଳେଶ୍ବର ଓ ଭୋଗରାଇ ମେଡିକାଲରେ ଲାଗିଛି ୱାଟର ଏଟିଏମ । ଏ ସମସ୍ତ ୱାଟର ଏଟିଏମକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉଦ୍ଘାଟନ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.