ETV Bharat / state

ଖଇରା କିଅସ୍କ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ - ଖଇରା ଥାନା

ବାଲେଶ୍ଵର ଜିଲ୍ଲା ଖଇରା ଥାନା ରାଇକୁଳା ବଜାରରେ ଥିବା ଏସବିଆଇ କିଅସ୍କ ବ୍ୟାଙ୍କରେ ଆଗ୍ନିକାଣ୍ଡ । କିରୋସିନି ଢାଳି ବ୍ୟାଙ୍କ ପୋଡ଼ିଦେବାକୁ ଉଦ୍ୟମ କରାଯାଇଥିବା ବ୍ୟାଙ୍କ ପରିଚାଳିକା ଲତାଞ୍ଜଳି ପାଢ଼ୀ ଖଇରା ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଖଇରା କିଅସ୍କ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

author img

By

Published : May 29, 2020, 5:08 PM IST

ବାଲେଶ୍ଵର: ଖଇରା ଥାନା ରାଇକୁଳା ବଜାରରେ ଥିବା ଏସବିଆଇ କିଅସ୍କ ବ୍ୟାଙ୍କରେ ଆଗ୍ନିକାଣ୍ଡ । ସ୍କାଏ ଲାଇଟ ଦେଇ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ପରିଚାଳିକା ଅଭିଯୋଗ କରିଛନ୍ତି । ବ୍ୟାଙ୍କ ଖୋଲିବା ପରେ ଭିତରେ ନିଆଁ ଲାଗିଥିବା ପବରିଚାଳକ ଦେଖିବାକୁ ପାଇଥିଲେ।

ଖଇରା କିଅସ୍କ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ

କିରୋସିନି ଢାଳି ବ୍ୟାଙ୍କ ପୋଡ଼ିଦେବାକୁ ଉଦ୍ୟମ କରାଯାଇଥିବା ବ୍ୟାଙ୍କ ପରିଚାଳିକା ଲତାଞ୍ଜଳି ପାଢ଼ୀ ଖଇରା ଥାନାରେ ଅଭିଯୋଗ କରିଛନ୍ତି। ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିବାରିକ ଶତ୍ରୁତା କାରଣରୁ ଏମିତି ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.