ETV Bharat / state

ବିଦ୍ୟୁତ ଆଘାତରେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭର ମୃତ - baleswar latest news

କାଳ ସାଜିଲା 11 କେଭି ବିଦ୍ୟୁତ ତାର । ଟ୍ରକରୁ ସିମେଣ୍ଟ ଅନଲୋଡ ଚାଲିଥିବାବେଳେ ଉପରେ ଝୁଲୁଥିବା 11 କେଭି ବିଦ୍ୟୁତ ତାର ଟ୍ରକ ଡାଲାରେ ଲାଗିଯାଇଥିଲା । ଫଳରେ ଟ୍ରକ ଡ୍ରାଇଭର ଜଣଙ୍କ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି ।

ବିଦ୍ୟୁତ ଆଘାତରେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭର ମୃତ

author img

By

Published : May 26, 2020, 4:44 PM IST

Updated : May 26, 2020, 7:13 PM IST

ବାଲେଶ୍ଵର: ସିମେଣ୍ଟ ବୋଝେଇ ଟ୍ରକରେ ଲାଗିଲା ବିଦ୍ୟୁତ ତାର । ବିଦ୍ୟୁତ ଆଘାତରେ ଚାଲିଗଲା ଟ୍ରକ ଡ୍ରାଇଭରଙ୍କ ଜୀବନ । ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ନଦୀଗାଁ ଅଞ୍ଚଳରେ ।

ବିଦ୍ୟୁତ ଆଘାତରେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭର ମୃତ

ମିଳିଥିବା ସୂଚନାନୁସାରେ, ଭଦ୍ରକରୁ ସିମେଣ୍ଟ ନେଇ ଏକ ଟ୍ରକ ନଦୀଗାଁ ବଜାରକୁ ଆସିଥିଲା । ଟ୍ରକରୁ ସିମେଣ୍ଟ ଅନଲୋଡ ଚାଲିଥିବାବେଳେ ଉପରେ ଝୁଲୁଥିବା 11 କେଭି ବିଦ୍ୟୁତ ତାର ଟ୍ରକ ଡାଲାରେ ଲାଗିଯାଇଥିଲା । ଏଥିରେ ଟ୍ରକ ଡ୍ରାଇଭର ଜଣଙ୍କ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ସୋର ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଟ୍ରକ ଡ୍ରାଇଭର ଜଣଙ୍କ ଭଦ୍ରକ ଚରମ୍ପା ଅଞ୍ଚଳର ରାଜକିଶୋର ପରିଡ଼ା ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 26, 2020, 7:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.