ETV Bharat / state

ଋଣ ଭାର ସୁଝି ନ ପାରି ସିମୁଳିଆରେ ବିଷ ପିଇଲା ଚାଷୀ !

author img

By

Published : Oct 30, 2019, 2:35 PM IST

ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କବିରପୁର ଅଞ୍ଚଳର ଜଣେ ଚାଷୀ ଋଣ ସୁଝି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭଯୋଗ ହୋଇଛି ।

ସିମୁଳିଆରେ ଚାଷୀ ଆତ୍ମହତ୍ୟା

ବାଲେଶ୍ଵର: ଋଣ ସୁଝି ନ ପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କବିରପୁର ଅଞ୍ଚଳର ଜଣେ ଚାଷୀ ଋଣ ସୁଝି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀ ଜଣକ ହେଲେ ବିଜୟ କୁମାର ପରିଡ଼ା ।

ଚାଷୀ ଆତ୍ମହତ୍ୟା

ବିଜୟ ହାତ ଉଧାରି ସହ ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଚାଷ କାର୍ଯ୍ୟରେ ଲଗାଇଥିଲେ । ଫସଲ ଭଲ ନ ହେବାରୁ ବିଜୟ ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଇଥିଲେ ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଋଣ ଭାର ଯୋଗୁଁ ସେ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକରେ ଜଣେ ଚାଷୀ କରଜ ସୁଝି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭଯୋଗ ହୋଇଛି।
ସିମୁଳିଆ ବ୍ଲକ କବିରପୁର ଅଞ୍ଚଳର ବିଜୟ କୁମାର ପରିଡ଼ା ହାତ ଉଧାରୀ ସହ ବିଭିନ୍ନ ବ୍ୟାଙ୍କରୁ ଲୋନ ଆଣି ଚାଷ କାର୍ଯ୍ୟରେ ଲଗାଇଥିଲେ। ଚାଷ ଭଲ ଫଳ ନହେବାରୁ ବିଜୟ ଗତକାଲି ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଋଣ ସୁଝି ନପାରି ଏମିତି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.