ETV Bharat / state

2 ଗୋରୁ ବୋଝେଇ ଗାଡି ଜବତ, 63 ଗୋରୁ ଉଦ୍ଧାର - 16 ନମ୍ବର ଜାତୀୟ ରାଜପଥ

16 ନମ୍ବର ଜାତୀୟ ରାଜପଥରୁ 2 ଗୋରୁ ବୋଝେଇ ଗାଡି ଜବତ । 63 ଗୋରୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
author img

By

Published : Nov 6, 2019, 9:34 AM IST

Updated : Nov 6, 2019, 10:08 AM IST

ବାଲେଶ୍ବର: 16 ନମ୍ବର ଜାତୀୟ ରାଜପଥରୁ 2 ଗୋରୁ ବୋଝେଇ ଗାଡି ଜବତ। ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର ହୋଇଥିବା 63 ଗୋରୁଙ୍କୁ ବାମପଦା ଗୋଶାଳାକୁ ପଠାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଦୁଇ ଗୋରୁ ବୋଝେଇ ଗାଡ଼ିକୁ ସନ୍ଧ୍ୟାରେ ବାମପଦା ଛକ ନିକଟରେ ସ୍ଥାନୀୟଲୋକେ ଉଦ୍ଧାର କରିଛନ୍ତି । ଗୋଟିଏ ପିକଅପ୍‌ ଭ୍ୟାନ ଓଡି-୦୧ବି-୭୫୦୧ ଓ ଅନ୍ୟଟି ୪୦୭ ଟ୍ରକ ଓଆର-୦୧ୟୁ-୬୭୬୯ ଦୁଇଟି ଗାଡିରେ ମୋଟ ୬୩ଟି ଗାଈ, ବଳଦ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା । ଏହାପରେ ଗୋରୁ ବୋଝେଇ ଦୁଇଟି ଗାଡ଼ିକୁ ଶିଳ୍ପାଞ୍ଚଳ ଥାନାରେ ଅଟକ ରଖାଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ୧୬ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଦୁଇ ଗୋରୁ ବୋଝେଇ ଗାଡ଼ିକୁ ଆଜି ସଂଧ୍ୟାରେ ବାମପଦା ଛକ ନିକଟରେ ଧରାଯାଇଛି। ଦୁଇଗାଡ଼ିରୁ ୬୩ଟି ଗାଈ, ବଳଦ, ଛଡ଼ା ଆଦି ଉଦ୍ଧାର କରାଯାଇ ବାମପଦା ଗୋଶାଳାକୁ ପଠାଯାଇଛି। ଧରାଯାଇଥିବା ଦୁଇଗାଡ଼ିକୁ ଶିଳ୍ପାଞ୍ଚଳ ଥାନାରେ ଅଟକ ରଖାଯାଇଛି। ଉକ୍ତ ଦୁଇ ଗାଡ଼ି ମଧ୍ୟରୁ ଗୋଟିଏ ପିକଅପ୍‌ ଭ୍ୟାନ(ଓଡି-୦୧ବି-୭୫୦୧) ଓ ଅନ୍ୟଟି ୪୦୭ ଟ୍ରକ(ଓଆର-୦୧ୟୁ-୬୭୬୯) ବୋଲି ଜଣାପଡିଛି।Conclusion:
Last Updated : Nov 6, 2019, 10:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.