ETV Bharat / state

ସୁଧାର ଗୃହରୁ ଫେରାର 3 ନାବାଳିକା ଉଦ୍ଧାର - swadharghuha girls rescue by police

ବାଲେଶ୍ବର ଜିଲ୍ଲା ନାରୀସଙ୍ଘ ସୁଧାର ଗୃହରୁ ୩ଜଣ ନାବାଳିକା ଲୁଚି ପଳାଇବାର 3 ଦିନ ପରେ ବୁଧବାର ପୋଲିସ ସେମାନଙ୍କୁ  ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 18, 2019, 4:56 PM IST

ବାଲେଶ୍ବର: ଉଦ୍ଧାର ହେଲେ ସୁଧାର ଗୃହରୁ ଫେରାର ହୋଇଥିବା 3 ନାବାଳିକା । ଜିଲ୍ଲା ନାରୀସଙ୍ଘ ସୁଧାର ଗୃହରୁ ୩ଜଣ ନାବାଳିକା ଲୁଚି ପଳାଇବାର 3 ଦିନ ପରେ ବୁଧବାର ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଗତ 15 ତାରିଖରେ ୩ ଜଣ ନାବାଳିକା ଏକାସାଙ୍ଗରେ ସୁଧାର ଗୃହର ପାଚେରୀ ଡେଇଁ ବାହାରକୁ ପଳାଇଥିଲେ। ନାରୀସଂଘ ପକ୍ଷରୁ ଏହାକୁ ନେଇ ଥାନାରେ ଅଭିଯୋଗ ପରେ ସହଦେଵଖୁଣ୍ଟା ପୋଲିସ ସେମାନଙ୍କୁ ବାଲିଆପାଳ ଜଗତିପୁର ଅଞ୍ଚଳରୁ ଉଦ୍ଧାର କରିଥିଲେ।

ଏପଟେ ବୁଧବାର ଡିସିପିଓ ଯୁବକ ମାଝୀ ସ୍ବଧାରଗୃହ ଯାଇ ଘଟଣା ସମ୍ପର୍କରେ ପଚରା ଉଚୁରା କରିଛନ୍ତି । ଏଥିସହ ଆଜି(ବୁଧବାର) ନାବାଳିକା ମାନଙ୍କର ଡାକ୍ତରୀମାଇନା କରାଯାଇଛି।

ତେବେ ନାରୀସଙ୍ଘକୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରଶାସନକୁ ଦାବି ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ନାରୀସଙ୍ଘ ସ୍ୱଧାରଗୃହରୁ ୩ଜଣ ନାବାଳିକା ଲୁଚି ପଳାଇବାର ୩ଦିନ ପରେ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ଗତ ୧୬ ତାରିଖରେ ୩ ଜଣ ନାବାଳିକା ଏକାସାଙ୍ଗରେ ସ୍ୱଧାରଗୃହର ପାଚେରୀ ଡେଇଁ ବାହାରକୁ ପଳାଇଥିଲେ। ନାରୀସଂଘ ପକ୍ଷରୁ ଏହାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ନାବାଳିକାମାନେ ବାଲିଆପାଳ ଜଗତିପୁର ଅଞ୍ଚଳରୁ ସହଦେଵଖୁଣ୍ଟା ପୋଲିସ ଉଦ୍ଧାର କରିଥିଲେ। ଉଦ୍ଧାର ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ଜଣାପଡିଛି। ତିନିଦିନ ପୂର୍ବରୁ ଲୁଚି ପଳାଇ ଆସିଥିବା ତିନି ନାବାଳିକା ବାଲିଆପାଳ ଜଗତିପୁର ଗ୍ରାମରୁ ଉଦ୍ଧାର। ସହଦେବଖୁଣ୍ଟା ପୋଲିସ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଉଦ୍ଧାର। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଆଜି ଡିସିପିଓ ଯୁବକ ମାଝୀ ସ୍ୱଧାରଗୃହ ଯାଇ ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିବା ସହ ସେମାନଙ୍କର ଡାକ୍ତରୀମାଇନା କରାଯାଇଛି। ଅନ୍ୟପକ୍ଷରେ ନାରିସଙ୍ଘରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଦାବି ହୋଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.