ETV Bharat / state

ବଲାଙ୍ଗୀର ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର

author img

By

Published : Apr 10, 2021, 1:05 PM IST

ବଲାଙ୍ଗୀର ଅଞ୍ଚଳର ଦୁଙ୍ଗୁରି ଜଙ୍ଗଲରୁ ଏକ ନର କଙ୍କାଳକୁ ପୋଲିସ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର
ବଲାଙ୍ଗୀର ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର

ବଲାଙ୍ଗୀର: ଜିଲ୍ଲାର ତୁଷୁରା ଥାନା ଗୁଦ୍ଭେଲା ବ୍ଲକ କେନ୍ ସିଂହାଗ୍ରାମର ବେଲ ଦୁଙ୍ଗୁରି ଜଙ୍ଗଲରୁ ଏକ ନର କଙ୍କାଳକୁ ଉଦ୍ଧାର କରାଯାଇଛି । ଗତ 6 ମାସ ତଳୁ ନିଖୋଜ ଥିବା ଜଣେ ବାଳକର ଏହା ଦେହାବଶେଷ ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀର ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର

ତେବେ ତୁଷୁରା ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ 6 ମାସ ତଳେ ନିଖୋଜ ଥିବା ଜଣେ ବାଳକର ଏହା ଦେହାବଶେଷ ବୋଲି ପୋଲିସ ସନ୍ଦେହ କରିଛି । ଗୁଣନିଧିଙ୍କ ନିଖୋଜ ଥିବା 18 ବର୍ଷର ପୁଅର ଏହି ମୃତଦେହ ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିବା ଜଣାପଡ଼ିଛି ।

ତେବେ କଣ୍ଟାମାଳ ଜିଲ୍ଲା ଅନାଗୁଳ ଗ୍ରାମର ବାଳକ ଗୁଣନିଧି ମହାକୁର ଗତ 6 ମାସ ତଳେ ନିଖୋଜ ଥିବା ବେଳେ ଏହାର ଅଭିଯୋଗ ପୋଲିସ ପାଖରେ ହୋଇଥିଲା । ଏବଂ ପୋଲିସ ପ୍ରାଥମିକ ତଦନ୍ତରେ ଏହା ସେହି ବାଳକର ମୃତଦେହ ବୋଲି ସନ୍ଦେହ କରୁଥିବା ବେଳେ ତାକୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.