ETV Bharat / state

ଉତ୍କଳ ଦିବସକୁ କଳାଦିବସ ଭାବେ ପାଳନ

author img

By

Published : Apr 1, 2021, 10:55 PM IST

ଉତ୍କଳ ଦିବସକୁ କଳା ଦିବସ ଭାବରେ ପାଳନ କଲା କୋଶଳ ସମନ୍ଵୟ ସମିତି । ବଲାଙ୍ଗୀର ଅଲଗା କୋଶଳ ରାଜ୍ୟ ଦାବି କରି ଆନ୍ଦୋଳନ କରୁଥିବା କୋଶଳ ସମନ୍ଵୟ ସମିତି ଆଜି ଉତ୍କଳ ଦିବସକୁ କଳା ଦିବସ ଭାବରେ ପାଳନ କରିଛି । ଅଧିକ ପଢନ୍ତୁ...

ଉତ୍କଳ ଦିବସକୁ କଳାଦିବସ ଭାବେ ପାଳନ
ଉତ୍କଳ ଦିବସକୁ କଳାଦିବସ ଭାବେ ପାଳନ

ବଲାଙ୍ଗୀର: ଉତ୍କଳ ଦିବସକୁ କଳା ଦିବସ ଭାବେ ପାଳନ କଲା କୋଶଳ ସମନ୍ଵୟ ସମିତି । ବଲାଙ୍ଗୀର ଅଲଗା କୋଶଳ ରାଜ୍ୟ ଦାବି କରି ଆନ୍ଦୋଳନ କରୁଥିବା କୋଶଳ ସମନ୍ଵୟ ସମିତି ଗୁରୁବାର ଉତ୍କଳ ଦିବସକୁ କଳା ଦିବସ ଭାବରେ ପାଳନ କରିଛି । ଯାହା ପାଇଁ କୋଶଳ ସମନ୍ଵୟ ସମିତିର ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଉତ୍କଳ ଦିବସକୁ କଳାଦିବସ ଭାବେ ପାଳନ

ସେହିପରି ଏମାନେ ଓଡ଼ିଶା ମାନଚିତ୍ର ଚିରିବା ସହ ମାନଚିତ୍ରକୁ ପୋଡ଼ି ନିଜର ପ୍ରତିବାଦ ଜାହିର କରିଛନ୍ତି । ଦିନରେ କୋଶଳାଞ୍ଚଳକୁ ଜବରଦସ୍ତି ଓଡ଼ିଶା ସହିତ ସମ୍ମିଳିତ କରାଯାଇଥିଲା । ସେହି ଦିନଠୁ ଏ ଅଞ୍ଚଳ ପ୍ରତି ଅତ୍ୟାଚାର ଓ ଅନ୍ୟାୟ ହୋଉଥିବାର ଏମାନେ ଅଭିଯୋଗ କରିଛନ୍ତି । ଏମାନେ ଆଗକୁ ମଧ୍ୟ ଅଲଗା କୋଶଳ ରାଜ୍ୟ ଦାବି ନେଇ ଆନ୍ଦୋଳନ କରିବେ ଜାରି ରଖିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.