ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ବଲାଙ୍ଗୀରରେ ଦୁଇ ଦିନିଆ ବନ୍ଦ ଡାକରା - ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା

ପୁନଃହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 18, 2019, 1:03 PM IST

ବଲାଙ୍ଗୀର: ପୁଣି ପଶ୍ଚିମ ଓଡିଶାରେ ତୀବ୍ର ହୋଇଛି ପୁନଃହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଯାହାକୁ ନେଇ ଆଜି ବଲାଙ୍ଗୀର ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏନେଇ ଧାରଣା ଦିଆଯାଇଛି ।

ଏହା ପ୍ରଭାବରେ ଜିଲ୍ଲାର ସବୁ ସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ବନ୍ଦ ଥିବାବେଳେ ବ୍ୟାଙ୍କ ଓ ବୀମା ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଦୁଇ ଦିନିଆ ବନ୍ଦରେ ସବୁ ଉନ୍ନୟନ କାମ ଠପ ହୋଇଥିବାବେଳେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଳାଚଳ ସ୍ବାଭାବିକ ରହିଛି । ସେପଟେ ଏହି ବନ୍ଦକୁ ଜିଲ୍ଲାର ଶତାଧିକ ସଙ୍ଗଠନ ଓ ଅନୁଷ୍ଠାନ ସମର୍ଥନ ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ ସଫଳ ହୋଇଥିବାବେଳେ ସୁରକ୍ଷାକୁ ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ରେ ପୁଣି ତୀବ୍ର ହୋଇଛି ପୁନଃ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି । ଯେଉଁଥିରେ ଆଜି ବଲାଂଗୀର ଓକିଲ ସଂଘ ଓ ବିଭିନ୍ନ ଅନୁଷ୍ଠାନ ଦେଇଛ୍ୱନ୍ତି ଦୁଇ ଦିନିଆ ବନ୍ଦ ଡାକରା । ତେବେ ଏଥିରେ ଆଜି ଜିଲ୍ଲାର ସବୁ ସରକାରୀ ଅନୁଷ୍ଠାନ ଏମାନେ ବନ୍ଦ କରିଛନ୍ତି । ଏବଂ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଦୁଇ ଦିନିଆ ବନ୍ଦରେ ସବୁ ଉନ୍ନୟନ କାମ ଠପ ହୋଇଥିବା ବେଳେ ଲୋକେ ମଧ୍ୟ ହଇରାଣ ହୋଇଛନ୍ତି । ସେପଟେ ଏହି ଦୁଇ ଦିନିଆ ବନ୍ଦ ଆଜି ଏପର୍ଯ୍ୟନ୍ତ ବନ୍ଦ ଶାନ୍ତି ଶୃଙ୍ଖଳା ସହିତ ସଫଳ ହୋଇଛି ।

Body:ବଲାଂଗୀର ରେ ପୁଣି ତୀବ୍ର ହୋଇଛି ପୁନଃ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି । ଯେଉଁଥିରେ ଆଜିଠୁଁ ବଲାଂଗୀର ଓକିଲ ସଂଘ ଓ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଦେଇଛ୍ୱନ୍ତି ଦୁଇ ଦିନିଆ ବନ୍ଦ ଡାକରା । ତେବେ ଏଥିରେ ଆଜି ଜିଲ୍ଲାର ସବୁ ସରକାରୀ ଅନୁଷ୍ଠାନ ଏମାନେ ବନ୍ଦ କରିଛନ୍ତି । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ସରକାରୀ କର୍ଯ୍ୟାଳୟ, କୋର୍ଟ କଚେରୀ ବନ୍ଦ ଥିବା ବେଳେ ବେଙ୍କ ଓ ଇନ୍ସୁରାନ୍ସ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ତେବେ ଏହି ବନ୍ଦ ରେ ଦୋକାନ ବଜାର, ସ୍କୁଲ କଲେଜ ଓ ଗାଡି ଚଲା ଚଲ ସ୍ୱଭାବିକ ରହିଛି। ସେପଟେ ଏହି ବନ୍ଦ କୁ ଜିଲ୍ଲାର ଶତାଧିକ ସଂଗଠନ ଓ ଅନୁଷ୍ଠାନ ସମର୍ଥନ ଦେଇ ଛନ୍ତି । ସେହିପରି ଏମାନେ ସମସ୍ତେ ବଲାଂଗୀର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଦୁଇ ଦିନିଆ ବନ୍ଦରେ ଜିଲ୍ଲାର ସବୁ ଉନ୍ନୟନ କାମ ଠପ ହୋଇଥିବା ବେଳେ ଲୋକେ ମଧ୍ୟ ହଇରାଣ ହୋଇଛନ୍ତି । ସେପଟେ ଏହି ଦୁଇ ଦିନିଆ ବନ୍ଦ ଆଜି ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହିତ ସଫଳ ହୋଇଥିବା ବେଳେ ସୁରକ୍ଷ୍ୟ ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
ବାଇଟ ପ୍ରମୋଦ ତ୍ରିପାଠୀ ସଭାପତି ଓକିଲ ସଂଘ ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.