ETV Bharat / state

ସ୍କୁଲ ଛାଡିବାକୁ ନେବାବେଳେ ଦୁର୍ଘଟଣା, ଭାଇ-ଭଉଣୀ ମୃତ

author img

By

Published : Oct 15, 2019, 9:54 AM IST

Updated : Oct 15, 2019, 4:39 PM IST

ବଲାଙ୍ଗୀର ତୁଷୁରା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକରେ ଭାଇ ଭଉଣୀ ଯାଉଥିବାବେଳେ ଏକ ଚାଉଳ ବୋଝେଇ ଟ୍ରକ୍ ସାମ୍ନାପଟୁ ଧକ୍କା ଦେଇଥିଲା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା

ବଲାଙ୍ଗୀର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ଭାଇ ଭଉଣୀଙ୍କ ମୃତ୍ୟୁ ଅଭିଯୋଗ । ବଲାଙ୍ଗୀର ତୁଷୁରା ଠାରେ ଦୁର୍ଘଟଣାରେ ଆଜି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ବାଇକରେ ଭାଇ ଭଉଣୀ ଯାଉଥିବାବେଳେ ଏକ ଚାଉଳ ବୋଝେଇ ଟ୍ରକ୍ ସାମ୍ନାପଟୁ ଧକ୍କା ଦେଇଥିଲା ।

ସ୍କୁଲ ଛାଡିବାକୁ ନେବାବେଳେ ଦୁର୍ଘଟଣା, ଭାଇ-ଭଉଣୀ ମୃତ

ସୂଚନା ଅନୁସାରେ, ଆଜି ସକାଳୁ ତୁରୁର ମହିପୂରରୁ ମୋଟର ସାଇକେଲରେ ଭାଇ-ଭଉଣୀ ତୁଷୁରା ସାଲେପାଲି ସ୍କୁଲକୁ ଭଉଣୀକୁ ଛାଡିବାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକ ତାଙ୍କୁ ଧକ୍କା ଦେବା ସହ କିଛି ଦୂରକୁ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି ।

ମୃତକ ହେଲେ ବଲାଙ୍ଗୀର ମୁରିବହଲ ବ୍ଲକ ଅନତର୍ଗତ କୌମୁନିଆ ଗ୍ରାମର 21 ବର୍ଷୀୟ ପବନ ଗୁଣୀୟା ଓ ତାଙ୍କ 16 ବର୍ଷୀୟ ଭଉଣୀ ସଞ୍ଜୁ ଗୁନୀୟା ବୋଲି ଜଣାପଡିଛି । ସେପେଟେ ତୁଷୁରା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ମଧ୍ୟ ଜବତ କରିଛି ।

ଜବତ ହୋଇଥିବା ଟ୍ରକଟି ସ୍ଥାନୀୟ ତୁଷୁରା କେଡିଆ ରାଇସ ମିଲର ବୋଲି ଜଣାପଡିଛି । ସେପଟେ କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତଲୋକ ତୁଷୁରା ବଲାଙ୍ଗୀର ରାସ୍ତା ଦେଓଗାଁ ପଟୁ ଅବରୋଧ କରିଛନ୍ତି । ପୋଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ତୁଷୁରା ଠାରେ ଦୁର୍ଘଟଣାରେ ଆଜି ଭାଇ ଭଉଣୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୋଟରସାଇକେଲ କୁ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ତେବେ ତୁଷୁରା ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ମଧ୍ୟ ଜବତ କରିଛି । Body:ବଲାଙ୍ଗୀର ତୁଷୁରା ଠାରେ ଦୁର୍ଘଟଣାରେ ଆଜି ଭାଇ ଭଉଣୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୋଟରସାଇକେଲ କୁ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ତେବେ ଆଜି ସକାଳୁ ତୁରୁର ମହିପୂର୍ ପତୁ ମୋଟର ସାଇକେଲରେ ଦୁଇ ଭାଇ ଭଉଣୀ ତୁଷୁରା ପଟକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେବା ସହ କିଛି ଦୂର୍ ଘୋଷାଡି ନେଇଥିଲା। ଫଳରେ ଘଟଣା ସ୍ଥଳରେ ମୋଟର ସାଇକଲ ରେ ଥିବା ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ଯୁବକ ପବନ ଗୁଣୀୟା ଓ ତାଙ୍କ ଭଉଣୀ ସଂଯ୍ୟୁ ଗୁନୀୟା ବୋଲି ଜଣା ପଡିଛି । ଏବଂ ଦୁଇ ଜଣା ବଲାଙ୍ଗୀର ମୁରିବହଲ ବ୍ଲକ୍ ଅନତର୍ଗତ କୌମୁନିଆ ଗ୍ରାମର ବୋଲି ଜଣା ପଡିଛି। ସେପଟେ
ତୁଷୁରା ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ମଧ୍ୟ ଜବତ କରିଛି । Conclusion:
Last Updated : Oct 15, 2019, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.