ETV Bharat / state

ବୃଦ୍ଧଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୃତ୍ତ, ପରିଚୟ ଅସ୍ପଷ୍ଟ

author img

By

Published : Apr 16, 2022, 1:39 PM IST

ବଲାଙ୍ଗୀରରେ ଚାଞ୍ଚଲ୍ୟ । ବୃଦ୍ଧଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗ୍ରାମରେ । ଅଧିକ ପଢନ୍ତୁ

ବୃଦ୍ଧଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁବୃର୍ତ୍ତ, ପରିଚୟ ଅସ୍ପଷ୍ଟ

ବଲାଙ୍ଗୀର: ବଲାଙ୍ଗୀରରେ ଚାଞ୍ଚଲ୍ୟ । ବୃଦ୍ଧଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହୁଲପାଟି ଗ୍ରାମରେ । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଏକ ଗଛରେ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ଥିବା ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି ।

ଖବରପାଇ ତୁରେକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆମ୍ଭ କରିଛି । ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ କରିବେ ବୋଲି ତୁରେକେଲା ପୋଲିସ ସୂଚନା ଦେଇଛି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ବୃଦ୍ଧକୁ ହତ୍ୟା କରି ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ବୋଲି ସନ୍ଦେହ କରାଯାଉଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.