ETV Bharat / state

ଆରମ୍ଭ ହେଲା ବହୁଭାଷୀ ଜାତୀୟ ନାଟକ ମହୋତ୍ସବ ‘ମଠଖାଇ’ - ବଲାଙ୍ଗୀରରେ ମଠଖାଇ ମହୋତ୍ସବ

ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଜାତୀୟ ନାଟ୍ୟ ମହୋତ୍ସବ ‘ମଠଖାଇ’ । ଗତ 19 ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ସବୁ ପ୍ରଦର୍ଶିତ ହେବ।

bolangir latest news, mathkhai festival in bolangir, multilingual national theatre festival 'mathkhai', ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରରେ ମଠଖାଇ ମହୋତ୍ସବ, ବହୁଭାଷୀ ଜାତୀୟ ନାଟକ ମହୋତ୍ସବ ମଠଖାଇ
ଆରମ୍ଭ ହେଲା ବହୁଭାଷୀ ଜାତୀୟ ନାଟକ ମହୋତ୍ସବ ‘ମଠଖାଇ’
author img

By

Published : Jan 21, 2020, 4:59 AM IST

ବଲାଙ୍ଗୀର: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଜାତୀୟ ନାଟ୍ୟ ମହୋତ୍ସବ ‘ମଠଖାଇ’ । ଗତ 19 ତାରିଖରୁ ଆରମ୍ଭ ହୋଇଥିବା ଏହି ବହୁଭାଷୀ ଜାତୀୟ ନାଟ୍ୟ ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ନାଟକ ସବୁ ପ୍ରଦର୍ଶିତ ହେବ। ସୋମବାର ଦ୍ଵିତୀୟ ସନ୍ଧ୍ୟାରେ ଲୋକଙ୍କ ମନ ଜିଣିଛି ରାଜଧାନୀ ଦିଲ୍ଲୀର ନାଟକ ।

ଆରମ୍ଭ ହେଲା ବହୁଭାଷୀ ଜାତୀୟ ନାଟକ ମହୋତ୍ସବ ‘ମଠଖାଇ’

ସୋମବାର ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଦିଲ୍ଲୀର ଆକ୍ଟର ରିପିଟୋରୀ ଥିଏଟର ଦ୍ବାରା ମଞ୍ଚସ୍ଥ ହୋଇଥିବା ରାଜସ୍ଥାନୀ ନାଟକ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଥିଲା। ରାଜସ୍ଥାନୀ ଲୋକକଥା ଉପରେ ଆଧାରିତ ଏହି ହିନ୍ଦୀ ନାଟକ ବେଶ ହୃଦୟସ୍ପର୍ଶୀ ଥିଲା। ତେବେ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିସହ ‘ମଠଖାଇ’ ସଂଗଠନର ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ସଙ୍କୋଚିତ ହେଉଥିବା ଏହି ମଞ୍ଚ ନାଟକ କଳାକୁ ଉଜ୍ଜୀବିତ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଥିବାର ପର୍ଯ୍ୟଟନ ମନ୍ତ୍ରୀ କହିଥିଲେ । ଏଥିସହ ଏହି ମହା ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ଆରମ୍ଭ ହୋଇ ଯାଇଛି ଜାତୀୟ ନାଟ୍ୟ ମହୋତ୍ସବ ମଠଖାଇ । ଗତ 19 ତାରିଖରୁ ଆରମ୍ଭ ହୋଇଥିବା ଏହି ନାଟ୍ୟ ମହୋତ୍ସବରେ ବହୁଭାଷୀ ଜାତୀୟ ନାଟକ ସବୁ ପ୍ରଦଶୀତ ହେବ। ତେବେ ଆଜି ଦ୍ଵିତୀୟ ସସନ୍ଧ୍ୟାରେ ଦିଲ୍ଲୀର ନାଟକ ଲୋକଙ୍କ ବେଶ ମନ ଜିଣିଛି।

Body:ବଲାଙ୍ଗୀରରେ ଆରମ୍ଭ ହୋଇ ଯାଇଛି ଜାତୀୟ ବହୁଭାଷୀ ନାଟ୍ୟ ମହୋତ୍ସବ ମଠଖାଇ । ଗତ 19 ତାରିଖରୁ ଆରମ୍ଭ ହୋଇଥିବା ଏହି ନାଟ୍ୟ ମହୋତ୍ସବରେ ବିଭିନ୍ନ ଭାଷାର ଜାତୀୟ ନାଟକ ସବୁ ପ୍ରଦଶୀତ ହେବ। ତେବେ ଆଜି ଦ୍ଵିତୀୟ ସସନ୍ଧ୍ୟାରେ ଦିଲ୍ଲୀର ଏକଟର ରିପିରଟୋରୀ ଥିଏଟର ଦ୍ୱାରା ମଂଚସ୍ଥ ହୋଇଥିବା ରାଜସ୍ଥାନୀ ନାଟକ ଲୋକଙ୍କ ବେଶ ମନ ଜିଣିଛି। ରାଜସ୍ଥାନୀ ଲୋକକଥା ଉପରେ ଆଧାରିତ ଏହି ହିନ୍ଦୀ ନାଟକ ବେଶ ହୃଦୟସ୍ପର୍ଶୀ ଥିଲା। ତେବେ ଆଜିର ସନ୍ଧ୍ୟାରେ ଏଠି ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଅଂଶ ଗ୍ରହଣ କରିଥିଲେ । ତାଙ୍କ ସହ ମଠଖାଇ ସଂଗଠନ ର ଅଧ୍ୟକ୍ଷ ତଥା ବଲାଂଗୀର ବିଧାୟକ ନାରସିଂହ ମିଶ୍ର ପୃଖ ଉପସ୍ଥିତ ଥିଲେ। ତେବେ ସଙ୍କୋଚିତ ହଉଥିବା ଏହି ନାଟକ କଲା କୁ ଉଜିବିତ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଉଥିବାର ପର୍ଯ୍ୟଟନ ମନ୍ତ୍ରୀ କହିଥିଲେ ଏବଂ ଏହି ମହା ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଥିଲେ ।
ବାଇଟ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପର୍ଯ୍ୟଟନ ମନ୍ତ୍ରୀ ଓଡିଶା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.