ETV Bharat / state

ଓଡିଆ ପୁଅଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସର୍କସ’ର ସ୍ପେଶାଲ ସ୍କ୍ରିନିଂ - ବଲାଙ୍ଗୀର

ଓଡିଆ ପୁଅ ଦେବୋତ୍ତସ ଦର୍ଜୀଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ‘ସର୍କସ’ର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଆନ୍ତର୍ଜାତୀୟ ସ୍ତରରେ ଏହି ଫିଲ୍ମ ବେଶ ଆଦୃତ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 10, 2019, 10:02 PM IST

ବଲାଙ୍ଗୀର: ବଲାଙ୍ଗୀରରୁ ବଲିଉଡ ଯାଇ ଅଭିନୟର ଯାଦୁ ଦେଖାଇ ଥିବା ଓଡିଆ ଯୁବକ ଦେବୋତ୍ତସ ଦର୍ଜୀଙ୍କ ଅଭିନୀତ ‘ସର୍କସ’ ସିନେମା ମଙ୍ଗଳବାର ବଲାଙ୍ଗୀରରେ ପ୍ରଦର୍ଶିତ ହୋଇଛି । ଭିନ୍ନ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଏହି ସିନେମା ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିବା ବେଳେ ନିଜ ମାଟିର ଯୁବ ଅଭିନେତାଙ୍କୁ ଲୋକେ ସାମ୍ନାରେ ଦେଖି ବେଶ୍ ଖୁସି ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ତାରିଖ୍ ବାସୁଦେବାଙ୍କ ଦ୍ୱାରା ନିର୍ମିତ ଏହି ସିନେମା ଅନ୍ତର୍ଜାତୀୟ ସ୍ଥରରେ ଖୁବ ନାଁ କମେଇଛି। କାହାଣୀରେ ସହରାଞ୍ଚଳର ଯୁବତୀ ଓ ଜଣେ ଗାଉଁଲି ଯୁବକର ବିଭିନ୍ନ ସମସ୍ୟା ପରଦାରେ ପ୍ରଦର୍ଶିତ ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ରୁ ବଲିଉଡ ଯାଇ ଅଭିନୟର ଯାଦୁ ଦେଖାଇ ଥିବା ଯୁବକ ଦେବୋତ୍ତସ ଦର୍ଜୀଙ୍କ ଅଭିନୀତ ସର୍କିସ ସିନେମା ଆଜି ବଲାଙ୍ଗୀରରେ ପ୍ରଦର୍ଶିତ ହୋଇ ଯାଇଛି । ଭିନ୍ନ କାହାଣୀ କୁ ନେଇ ତିଆରି ଏହି ସିନେମା ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିବା ବେଲେ ନିଜ ମାଟିର ଯୁବ ଅଭିନେତାଙ୍କୁ ଲୋକେ ସାମ୍ନାରେ ଦେଖିବାକୁ ପାଇ ଖୁବ ଖୁସି ହୋଇଥିଲେ ।

Body:ବଲାଂଗୀର ରୁ ବଲିଉଡ ଯାଇ ଅଭିନୟର ଯାଦୁ ଦେଖାଇ ଥିବା ଯୁବକ ଦେବୋତ୍ତସ ଦର୍ଜୀଙ୍କ ଅଭିନୀତ ସର୍କିସ ସିନେମା ଆଜି ବଲାଙ୍ଗୀରରେ ପ୍ରଦର୍ଶିତ ହୋଇ ଯାଇଛି । ପ୍ରଖ୍ୟାତ ସିନେମା ନିର୍ଦେଶକ ତାରିଖ ବାସୁଦେବାଙ୍କ ଦ୍ୱାରା ନିର୍ମିତ ଏହି ସିନେମା ଅନ୍ତର୍ଜାତୀୟ ସ୍ଥାରରେ ଖୁବ ନାଁ କରିଛି । ତେବେ ଭିନ୍ନ କାହାଣୀ କୁ ନେଇ ତିଆରି ଏହି ସିନେମାରେ ସହରୀ ଅଂଚଳର ଜଣେ ଯୁବତୀ ଓ ଜଣେ ଗାଉଁଳିଆ ଯୁବକର ବିଭିନ୍ନ ସମସ୍ୟା ପରଦାରେ ପ୍ରଦର୍ଶିତ କରା ଯାଇଛି । ଯାହା ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିବା ବେଲେ ନିଜ ମାଟିର ଯୁବ ଅଭିନେତାଙ୍କୁ ଲୋକେ ସାମ୍ନାରେ ଦେଖିବାକୁ ପାଇ ଲୋକେ ଖୁବ ଖୁସି ହୋଇଛନ୍ତି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.