ETV Bharat / state

ଆଦିବାସୀଙ୍କ ଘର ଭାଙ୍ଗି ଦେବା ଘଟଣା, ପୂର୍ବତନ ବିଧାୟକଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ - ସାଲେଭଟା ଗାଁରେ ଆଦିବାସୀଙ୍କ ଘର ସରପଞ୍ଚ ଭାଙ୍ଗି ଦେବା ଘଟଣା

ସାଲେଭଟା ଗାଁରେ ଆଦିବାସୀଙ୍କ ଘର ସ୍ଥାନୀୟ ସରପଞ୍ଚ ଭାଙ୍ଗି ଦେବା ଘଟଣା । ଏନେଇ ଆଦିବାସୀ ସଂଘ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

local sarpanch demolished a tribal house in Salveta village
ସାଲେଭଟା ଗାଁରେ ଆଦିବାସୀଙ୍କ ଘର ସରପଞ୍ଚ ଭାଙ୍ଗି ଦେବା ଘଟଣା
author img

By

Published : Aug 23, 2020, 8:54 AM IST

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ସାଲେଭଟା ଗାଁରେ ଆଦିବାସୀଙ୍କ ଘର ସ୍ଥାନୀୟ ସରପଞ୍ଚ ଭାଙ୍ଗି ଦେବା ଘଟଣା । ଘର ଭାଙ୍ଗିଥିବା ସମ୍ପୃକ୍ତ ସରପଞ୍ଚ ଜେଲ ଯାଇ ଥିବାବେଳେ ରବିବାର ଆଦିବାସୀ ସଂଘ ସାମ୍ବାଦିକ ସମ୍ମିଳନୀ କରିଛି। ଏହାସହ ବିଭିନ୍ନ ଦାବି ଉପସ୍ଥାପନ କରିଛି । ସରପଞ୍ଚ ଜଣଙ୍କ ପୂର୍ବତନ ବିଧାୟକ ତଥା ସାଂସଦ ବାଳଗୋପାଳ ମିଶ୍ରଙ୍କ ଇସାରାରେ ଏସମସ୍ତ କାର୍ଯ୍ୟ କରିଥିବା ସଂଘ ଅଭିଯୋଗ ଆଣିଛି ।

ସାଲେଭଟା ଗାଁରେ ଆଦିବାସୀଙ୍କ ଘର ସରପଞ୍ଚ ଭାଙ୍ଗି ଦେବା ଘଟଣା

ସେହିପରି ଜଙ୍ଗଲ ଜମି ସଂଶୋଧିତ ଆଇନ ଅନୁସାରେ ଆଦିବାସୀଙ୍କର ଜଙ୍ଗଲ ଜମିରେ ହକଂ ରହିଛି । କେହି ଆଦିବାସୀଙ୍କୁ ବେଦଖଲ କରି ପାରିବେ ନାହିଁ ବୋଲି ସଂଘ ଦାବି କରିଛି । ଘର ଭଙ୍ଗା ଯାଇଥିବା ଆଦିବାସୀଙ୍କୁ ଘର ପୁଣି ଯୋଗାଇ ଦିଆ ଯିବା ସହିତ ଘଟଣାରେ ସମ୍ପୃ୍କ୍ତ ଥିବା ଅନ୍ୟ ସମସ୍ତଙ୍କୁ ଗିରଫ ପାଇଁ ମଧ୍ୟ ଦାବି ହୋଇଛି । ଯଦି ଏହି ଦାବି ପୁରଣ ନ ହୁଏ ତେବେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଘ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.