ETV Bharat / state

ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ଜଣେ ଗିରଫ

author img

By

Published : May 6, 2022, 11:50 AM IST

Updated : May 6, 2022, 2:26 PM IST

ସଇଁତଳା ଟିକ୍ରପଡ଼ା ରାସ୍ତାରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । କଲରାପତରିଆ ଚିତା ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ବାଘ ଛାଲ ବିକ୍ରିବେଳେ ମାଡି ବସିଲା STF, ଜଣେ ଗିରଫ

ବଲାଙ୍ଗୀର: STF ଜାଲରେ ବାଘ ଛାଲ ବ୍ୟବସାୟୀ । ସଇଁତଳା ଟିକ୍ରପଡ଼ା ରାସ୍ତାରେ ବାଘଛାଲ ବିକ୍ରି ବେଳେ ମାଡିବସିଲା ଏସଟିଏଫ । କଲରାପତରିଆ ଚିତାବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ବାଘ ଛାଲ ବିକ୍ରି ବେଳେ ମାଡି ବସିଲା STF, ଜଣେ ଗିରଫ

ସୂଚନାଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସଇଁତଳା ଟିକ୍ରପଡ଼ା ରାସ୍ତାରେ ଜଣେ ବ୍ୟକ୍ତି ଏହି ଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଏହାପରେ ଅଭିଯୁକ୍ତ ଠାରୁ ଗୋଟିଏ କଲରାପତରିଆ ଚିତା ବାଘର ଚମଡା ଜବତ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ଆଦିକାନ୍ତ ଘିୱାଲା ବୋଲି ଜଣାପଡିଛି । ସେହିପରି ସେ ବଲାଙ୍ଗୀର ଦୁକେଲ ଗ୍ରାମର ହୋଇଥିବା ବେଳେ କେବେଠୁ ଓ କେମିତି ଏହି କାରବାର କରିଥିଲା ତାହାର ଏବେ ଖୋଳତାଡ଼ କରୁଛି ବଲାଙ୍ଗୀର ବନ ବିଭାଗ ।

ବଲାଙ୍ଗୀରରୁ ଶେଖମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : May 6, 2022, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.