ETV Bharat / state

ମହାଆଡମ୍ବରରେ ବଲାଙ୍ଗୀରରୁ ମା’ ନେଲେ ମେଲାଣୀ

ବଲାଙ୍ଗୀରରେ ମହାଆଡମ୍ବରରେ ଦଶହରା ପାଳିତ ହେବାପରେ ଆଜି ମା ମେଲାଣୀ ଉତ୍ସବ କରାଯାଉଛି । ସାରା ସହରର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମାଙ୍କ ଭସାଣୀ କର୍ଯ୍ୟକ୍ରମ କରାଯାଉଛି ।

author img

By

Published : Oct 9, 2019, 10:28 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ବଲାଙ୍ଗୀର: ଦଶହରା ପୂଜା ସମ୍ପନ୍ନ ହୋଇଥିବା ବେଳେ ମହାଆଡମ୍ବର ସହିତ ମା’ଙ୍କ ମେଲାଣି ଉତ୍ସବ ଆୟୋଜନ କରାଯାଇଛି । ଯେଉଁଥିରେ ଦଶ ଦିନ ମାଙ୍କ ପୂଜା ଅର୍ଚ୍ଚନା ପରେ ତାଙ୍କୁ ବିଦାୟ ଦିଆଯାଇଛି । ବଲାଙ୍ଗୀର ସହରର ସବୁ ପୂଜା ମଣ୍ଡପ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମା’ଙ୍କୁ ବିଦାୟ ଦେଇଛନ୍ତି । ଏହି ଉତ୍ସବରେ ଆଜି ସାରା ସହର ବିଭିନ୍ନ ବାଦ୍ୟରେ ଗର୍ଜି ଉଠିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ଦଶହରା ପୂଜା ସମ୍ପନ୍ନ ହୋଇଥିବା ବେଳେ ମହାଆଡମ୍ବର ସହିତ ମାଙ୍କ ମେଲାଣି ଉତ୍ସବ ଆୟୋଜନ କରାଯାଇଛି । ଯେଉଁଥିରେ ଦଶ ଦିନ ମା’ଙ୍କ ପୂଜା ଅର୍ଚ୍ଚନା ପରେ ତାଙ୍କୁ ବିଦାୟ ଦିଆଯାଇଛି । ଏହି ବିଦାୟ ଉତ୍ସବରେ ଆଜି ସବୁ ମଣ୍ଡପ ଦ୍ବାରା ସହରରେ ଭବ୍ୟ ଶୋଭାଯାତ୍ରା ଆୟୋଜନ କରାଯାଇଛି । ନୃତ୍ୟଗୀତ ସାଙ୍ଗକୁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି ସାରା ବଲାଙ୍ଗୀର ସହର ପ୍ରତିଧ୍ବନିତ ହୋଇଛି ।

ସମସ୍ତ ପୂଜା ମଣ୍ଡପ ନିଜ ନିଜ ଢଙ୍ଗରେ ଆଜି ମା’ଙ୍କ ମେଲାଣି ଯାତ୍ରା ସମ୍ପନ୍ନ କରିଥିବା ବେଳେ ସହର ମଧ୍ୟରେ ଥିବା ବିଭିନ୍ନ ଜଳାଶୟରେ ମା’ଙ୍କୁ ବିସର୍ଜନ କରିଛନ୍ତି । ମା’ଙ୍କ ଏହି ମେଲାଣି ଉତ୍ସବ ବଲାଙ୍ଗୀରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଆଜି ଦଶହରା ପୂଜା ସମ୍ପନ୍ନ ହୋଇଥିବା ବେଳେ ମହା ଆଡମ୍ବର ସହିତ ମାଙ୍କ ମେଲାଣି ଉତ୍ସବ ଆୟୋଜତ ହୋଇଯାଇଛି । ଯେଉଁଥିରେ ଦସ ଦିନ ମାଙ୍କ ପୂଜା ଅର୍ଚନା ପରେ ଆଜି ତାଙ୍କୁ ବିଦାୟ ଦିଆ ଯାଇଛି । ତେବେ ଏଥିରେ ଆଜି ସହରର ସବୁ ପୂଜା ମଣ୍ଡପ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମାଙ୍କୁ ବିଦାୟ ଦେଇଛନ୍ତି । ୱେବନ ଏହି ଉତ୍ସବରେ ଆଜି ସର ସହର ବିଭିନ୍ନ ବାଦ୍ୟରେ ଗର୍ଜି ଉଠିଛି ।

Body:ବଲାଂଗୀର ଆଜି ଦଶହରା ପୂଜା ସମ୍ପନ୍ନ ହୋଇଥିବା ବେଳେ ମହା ଆଡମ୍ବର ସହିତ ମାଙ୍କ ମେଲାଣି ଉତ୍ସବ ଆୟୋଜତ ହୋଇଯାଇଛି । ଯେଉଁଥିରେ ଦସ ଦିନ ମାଙ୍କ ପୂଜା ଅର୍ଚନା ପରେ ଆଜି ତାଙ୍କୁ ବିଦାୟ ଦିଆ ଯାଇଛି । ତେବେ ଏଥିରେ ଆଜି ସହରର ସବୁ ପୂଜା ମଣ୍ଡପ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମାଙ୍କୁ ବିଦାୟ ଦେଇଛନ୍ତି । ଏବଂ ଏହି ବିଦାୟ ଉତ୍ସବରେ ଆଜି ସବୁ ମଣ୍ଡପ ଦ୍ୱାରା ସହରରେ ଭବ୍ୟ ଶୋଭାଯାତ୍ରା ମାନ କରାଯାଇଥିଲା । ଯେଉଁ ଥିରେ ସ୍ଥାନୀୟ ଲୋକ ନୃତ୍ୟ ସାଙ୍ଗକୁ ବିଭିଣ୍ଣ ପ୍ରକାରର ସାଂକୃତିକ କାର୍ଯ୍ୟକ୍ରମରେ ଆଜି ସର ବଲାଂଗୀର ପ୍ରତିଦ୍ବତିତ୍ୱ ହୋଇଥିଲା । ସବିଲୁ ପୂଜା ମଣ୍ଡପ ନିଜ ନିଜ ଢଙ୍ଗରେ ଆଜି ମାଙ୍କ ମେଲାଣି ଯାତ୍ରା ସମ୍ପନ୍ନ କରିଥିବା ବେଳେ ସହର ମଧ୍ୟରେ ଥିବା ବିଭିନ୍ନ ଜଳାଶୟରେ ଆଜି ଏମନେ ମାଙ୍କୁ ବିସର୍ଜନ କରିଛନ୍ତି । ସେପଟେ ମାଙ୍କ ଏହି ମେଲାଣି ଉତ୍ସବ ବଲାଙ୍ଗୀରରେ ଶାନ୍ତି ଶୃଙ୍ଖଳାରେ ସମାହିତ ହୋଇଥିବା ବେଳେ ପୋଲିସ ପକ୍ଷ୍ୟରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ବାଇଟ ଅଶୋକ ରାଉତ ସଭାପତି ରାଜେନ୍ଦ୍ର ପଡା ପୂଜା କାମଟି
ବାଇଟ ପ୍ରଦୀପ ରାଉତ ସଦସ୍ୟ ରାଜେନ୍ଦ୍ର ପଡା ପୂଜା କମିଟି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.