ETV Bharat / state

ବକେୟା ପାଉଣା ଦାବି ନେଇ ଆମରଣ ଅନଶନ - bolangir news

ବକେୟା ପାଉଣା ଦାବି ନେଇ ଆମରଣ ଅନଶନରେ ବ୍ୟବସାୟୀ । ବ୍ଲକର କାମ ପାଇଁ ସେ ନିଜ ଦୋକାନରୁ ଜିନିଷ ଦେଇଥିଲେ । ହେଲେ ତାଙ୍କୁ ମିଳୁନି ଟଙ୍କା । ଆଗକୁ ପଢନ୍ତୁ...

hunger strike
ବକେୟା ପାଉଣା ଦାବି ନେଇ ଆମରଣ ଅନଶନ
author img

By

Published : Dec 14, 2019, 2:45 AM IST

ବଲାଙ୍ଗୀର: ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ମନମୁଖୀ କାମ ଚାଲୁଥିବା ଅଭିଯୋଗ । ବେକେୟା ପାଉଣା ଦାବି ନେଇ ମୁରିବାହାଲର ବ୍ୟବସାୟୀ ବନ ବିହାରୀ ଯୋଶୀ ଆମରଣ ଅନଶନରେ ବସିଛନ୍ତି ।

ବକେୟା ପାଉଣା ଦାବି ନେଇ ଆମରଣ ଅନଶନ

ଦୀର୍ଘ ଦିନରୁ ବ୍ଲକର କାମ ପାଇଁ ସେ ନିଜ ଦୋକାନରୁ ଜିନିଷ ଦେଇଥିଲେ । ଜିନିଷ ଦେଲା ପରେ ଆଜି କାଲି ବକେୟା ଦିଆଯିବ ବୋଲି ବ୍ଲକ ପକ୍ଷରୁ କୁହାଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ପାଉଣା ଦିଆଯାଇନାହିଁ ।

ଯେପର୍ଯ୍ୟନ୍ତ ପାଉଣା ନ ମିଳିଛ ସେତେଦିନ ଯାଏ ଅନଶନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ତେବେ ଏନେଇ ବ୍ଲକ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

Intro:ବ୍ଲକ ରେ ମନମୁଖୀ କାମ ସହ ନିଜ ବକେୟା ପାଉଣା ଦାବି ନେଇ ଆମରଣ ଅନଶନ Body: ବଲାଙ୍ଗିର ମୁରିବାହାଲ ବ୍ଲକ କାର୍ଯ୍ୟଲୟ ରେ ମନମୁଖୀ କାମ ଚାଲୁଥିବା ସହ ନିଜ ବେକେୟା ପାଉଣା ଦାବି ନେଇ ମୁରିବାହାଲ ର ବ୍ୟବସାୟୀ ବନ୍ ବିହାରୀ ଯୋଶୀ ଆମରଣ ଅନଶନ ରେ ବସିଛନ୍ତି । ଦିର୍ଘ ଦିନ ରୁ ବ୍ଲକ ର କାମ ପାଇଁ ସେ ନିଜ ଦୋକାନ ରୁ ସମାନ ଦେଇଥିଲେ । ସାମାନ ଦେଲା ପରେ ଆଜି କାଲି ବକେୟା ଦିଆଯିବ ବୋଲି ବ୍ଲକ ପକ୍ଷରୁ କୁହାଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ପାଉଣା ଦିଆଯାଇନାହିଁ । ଯେ ପର୍ଯ୍ୟନ୍ତ ପାଉଣା ନ ମିଳିଛ ସେତେଦିନ ଯାଏ ଅନଶନ ଜାରି ରହିବ ବୋଲି ଆନ୍ଦୋଳନ କାରି କହିଛନ୍ତି । ତେବେ ଏ ନେଇ ବ୍ଲକ ଅଧିକାରୀ ଙ୍କ ସହ ଯୋଗାଯୋଗ ହୋଇପାରିନଥିବା ରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ବାଇଟ ୦୧- ଵନ ବିହାରୀ ଯୋଶୀ (ଆନ୍ଦୋଳନକାରୀ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.