ETV Bharat / state

ବର୍ଷାରେ ବୁଡିଲା ବଲାଙ୍ଗୀର

ବଲାଙ୍ଗୀରରେ ଜଳ ବିତ୍ପାତ । ଗତକାଲି ଦିନ ତମାମ ଓ ରାତିରେ ପ୍ରବଳ ବର୍ଷା ଯୋଗୁଁ ଚାରି ଆଡେ ଖାଲି ପାଣି ହିଁ ପାଣି । ତଳିଆ ଅଞ୍ଚଳରେ ପାଣି ପଶିବା ସହ ସାରା ସହର ବର୍ଷା ପାଣିରେ ଉବୁଟୁବୁ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 8, 2019, 6:01 PM IST

ବଲାଙ୍ଗୀର: ଗତ ଦୁଇଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଫଳରେ ସହର ମଧ୍ୟରେ ଥିବା ଅଧିକାଂଶ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ଏଥିରେ ବିଶେଷ କରି ଜିଲ୍ଲାର ତଳିଆ ଅଞ୍ଚଳ , ଲକ୍ଷ୍ମୀ ଜୋର ନାଳ ଓ ରାଣୀ ପୋଖରୀର ପାଣି ଲୋକଙ୍କ ଘର ଭିତରକୁ ପ୍ରବେଶ କରିଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସେପଟେ ପ୍ରଶାସନ ମଧ୍ୟ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହାତକୁ ନେଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ଗତକାଲି ଦିନ ତମାମ ଓ ରାତିରେ ପ୍ରବଳ ବର୍ଷା ଯୋଗୁଁ ଚାରି ଆଡେ ଖାଲି ପାଣି ହିଁ ପାଣି । ତଳିଆ ଅଞ୍ଚଳରେ ପାଣି ପଶିବା ସହ ସାରା ସହର ପାଣିରେ ଉବୁଟୁବୁ ହୋଇଛି । ସହର ମଧ୍ୟରେ ଥିବ ଲକ୍ଷ୍ମୀ ଜୋର ନାଳର ପାଣି ଠିକାଦାର ପଡା , ବରପାଲି ପଡା ଓ ହତିସାଲ ପଡାର ଅନେକ ଲୋକଙ୍କ ଘରକୁ ପାଣି ପଶିଛି ।

ସମାନ ଭାବରେ ସହର ମଧ୍ୟରେ ଥିବା ପୋଖରୀର ପାଣି ମଧ୍ୟ ଲୋକଙ୍କ ଘର ଭିତରକୁ ପ୍ରବେଶ କରିଛି । ତେବେ ଜଳ ଦୁର୍ଦ୍ଦଶା ଦେଖି ପ୍ରଶାସନ ମଧ୍ୟ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ଗ୍ରହଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଗତ ଦୁଇଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଫଳରେ ସହର ମଧ୍ୟରେ ଥିବା ଅଧିକାଂଶ ଅଂଚଳରେ ଯଲବନ୍ଧି ଭଳି ପରିସ୍ଥିତି ଉପୁଜିଛି। ଏଥିରେ ବିଶେଷ କରି ବଲାଂଗୀରର ତଳିଆ ଅଂଚଳ , ଲକ୍ଷ୍ମୀ ଜୋର ନାଳ ଓ ରାଣୀ ପୋଖରୀର ପାଣି ଲୋକଙ୍କ ଘର ଭିତରକୁ ପ୍ରଲସିଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସେପଟେ ପ୍ରଶାସନ ମଧ୍ୟ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହାତକୁ ନେଇଛି ।

Body:ବଲାଂଗୀର ଗତ ଦୁଇଦିନ ହେବ ଲଗାଣ ବର୍ଷା ଜାରି ରହିଛି । ଗତ କାଲି ଦିନ ତମାମ ଓ ରାତିରେ ପ୍ରବଳ ବର୍ଷ ହୋଇଛି । ଫଳରେ ସହର ମଧ୍ୟରେ ଥିବା ଅଧିକାଂଶ ଅଂଚଳରେ ଯଲବନ୍ଧି ଭଳି ପରିସ୍ଥିତି ଉପୁଜିଛି। ଏଥିରେ ବିଶେଷ କରି ବଲାଂଗୀରର ତଳିଆ ଅଂଚଳରେ ରହୁଥିବା ଲୋକେ ପ୍ରଭାବିତ ହୋଇଥିବା ବେଳେ ସାରା ସହର ପାଣିରେ ଉଟୁବୁଟୁ ହୋଇଛି । ଏହିପରି ସହର ମଧ୍ୟରେ ଥିବ ଲକ୍ଷ୍ମୀ ଜୋର ନାଳର ପାଣି ଠିକାଦାର ପଡା, ବରପାଲି ପଡା ଓ ହତିସାଲ ପଡା ର ଅନେକ ଲୋକଙ୍କ ଘରକୁ ପାଣି ପଶିଛି । ସମାନ ଭାବରେ ସହର ମଧ୍ୟରେ ଥିବା ପୋଖରୀର ପାଣି ମଧ୍ୟ ଲୋକଙ୍କ ଘର ଭିତରକୁ ପସିଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ଗତ ରାତିରୁ ରୋଷେଇ କାରି ପାରି ନାହାନ୍ତି । ଏବଂ ବରଷା କମିବାର ଅପେକ୍ଷ କରିଛନ୍ତି । ସେପଟେ ପ୍ରଶାସନ ମଧ୍ୟ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ହାତକୁ ନେଇଥିବା ବେଳେ ତାହା ଯଥେସଷ୍ଟ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ବାଇଟ ସ୍ଥାନୀୟ ବାସିନ୍ଦା
ବାଇଟ ସ୍ଥାନୀୟ ବାସିନ୍ଦା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.