ETV Bharat / state

ମିଳୁନି ବୀମା ଟଙ୍କା, ଆନ୍ଦୋଳନରେ ଚାଷୀ - ବୀମା

ଦୀର୍ଘ ଚାରି ବର୍ଷ ହେବ ଫସଲ ବୀମା ଟଙ୍କା ମିଳି ନଥିବାରୁ ବଲାଙ୍ଗୀର ଜିଲ୍ଲା କୁରସୁଡ଼ ଗାଁର ଶତାଧିକ ଚାଷୀଙ୍କ ଜିଲ୍ଲାପାଳ ଅଫିସ ଘେରାଓ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jul 20, 2019, 11:37 PM IST

ବଲାଙ୍ଗୀର: ଜିଲ୍ଲାର କୁରସୁଡ଼ ଗାଁର ଶତାଧିକ ଚାଷୀ 2016ରୁ ବାକି ଥିବା ଫସଲ ବୀମା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଦୀର୍ଘ ଚାରି ବର୍ଷ ହେବ ଏମାନେ ଫସଲ ବୀମା କରି ମଧ୍ୟ ବୀମା ଟଙ୍କା ପାଇଁ ନାହାନ୍ତି । ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇବା ସହ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ଦୀର୍ଘ ଚାରି ବର୍ଷ ହେବ ଏଠାକାର ଚାଷୀ ଫସଲ ବୀମା କରି ମଧ୍ୟ ବୀମା ଟଙ୍କା ପାଇଁ ନାହାନ୍ତି । ଯେଉଁଥିରେ 2016, 2017 ଓ 2018 ବର୍ଷରେ ଫସଲ ବୀମା ସ୍ଥାନୀୟ ବ୍ୟାଙ୍କରେ କରିଥିଲେ । ଗତ ବର୍ଷରେ ସମ୍ପୂର୍ଣ୍ଣ କୁରସୁଡ଼ ମରୁଡି ଅଞ୍ଚଳ ଘୋଷଣା ହୋଇଥିଲା । ତେବେ ନିୟମ ମୁତାବକ ଚାଷୀ, ବୀମା ଟଙ୍କା ପାଇବାର ହକଦାର ଥିଲେ ସୁଦ୍ଧା ଆଜି ଯାଏଁ କୌଣସି ଟଙ୍କା ପାଇନାହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେହିପରି ଚାଷ ପାଇଁ ଧାର କରିଥିବା ବେଳେ ଏଠି ସେଠୁ ଯୋଗାଡ଼ କରି ଏମାନେ ଫସଲ ବୀମା କରିଥିଲେ । ବୀମା ଟଙ୍କା ପାଇବାର ଯୋଗ୍ୟ ଥିଲେ ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ ଚାଷୀଙ୍କୁ ହଇରାଣ କରିବା ସହ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ବୀମା ଟଙ୍କା ପ୍ରଦାନ କରି ନାହାନ୍ତି । ଯାହାକୁ ନେଇ ଏମନେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇବା ସହ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରିବେ ବୋଲି ସେମାନେ କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Intro: ବଲାଂଗୀର ଜିଲ୍ଲା କୁରସୁଡ଼ ଗାଁର ଶତାଧିକ ଚାଷୀ 2016 ରୁ ବାକି ଥିବା ଫସଲ ବୀମା ଦାବି ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟଲୟ ଘେରାଉ କରିଛନ୍ତି । ଦୀର୍ଘ ଚାରି ବର୍ଷ ହେବ ଏମାନେ ଫସଲ ବୀମା କରି ମଧ୍ୟ ବୀମା ଟଙ୍କା ପାଇଁ ନାହାନ୍ତି । ତେଣୁ ଏମନେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇବା ସହ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

Body: ବଲାଂଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ଗାଁର ଶତାଧିକ ଚାଷୀ 2016 ରୁ ବାକି ଥିବା ଫସଲ ବୀମା ଦାବି ନେଇ ଜିଲ୍ଲା ପାଳଙ୍କ କାର୍ଯ୍ୟଲୟ ଘେରାଉ କରିଛନ୍ତି । ଦୀର୍ଘ ଚାରି ବର୍ଷ ହେବ ଏମାନେ ଫସଲ ବୀମା କରି ମଧ୍ୟ ବୀମା ଟଙ୍କା ପାଇଁ ନାହାନ୍ତି । ଯେଉଁଥିରେ 2016 2017 2018 ବର୍ଷରେ ଫସଲ ବୀମା ସ୍ଥାନୀୟ ବେଙ୍କରେ କରିଥିଲେ । ଏବଂ ସବୁ ବିଗତ ବର୍ଷରେ ଏଠି ସମ୍ପୂର୍ଣ୍ଣ ମରୁଡି ପଡିବ ସହ ମରୁଡି ଅଂଚଳ ବୋଲି ଘୋଷଣା ହୋଇଥିଲା । ତେବେ ନିୟମ ମୁତାବକ ସେମାନେ ବୀମା ଟଙ୍କା ପାଇବାର ହକ୍ଦାର ଥିଲେ ଶୁଦ୍ଧଅ ଆଜି ଯାଏଁ କୌଣସି ଟଙ୍କା ଏମନେ ପାଇନାହାନ୍ତି । ସେହିପରି ଚାଷ ପାଇଁ ଧାର କରିଥିବା ବେଲବ ଏଠି ସେଠୁ ଯୋଗାଡ଼ କରି ଏମାନେ ଫସଲ ବୀମା କରିଥିଲେ ହେଲେ ଏମନେ ବୀମା ଟଙ୍କା ପାଇବାର ଯୋଗ୍ୟ ଥିଲେ ସୁଦ୍ଧା ବଙ୍କ କର୍ତୁପକ୍ଷ୍ୟ ତାଙ୍କୁ ହଇରାଣ କରିବା ସହ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ବୀମା ଟଙ୍କା ପ୍ରଦାନ କରି ନାହାନ୍ତି । ଯାହାକୁ ନେଇ ଏମନେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇବା ସହ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବାଇଟ ସୁଗ୍ରୀବ ସାହୁ ଚାଷୀ
ବାଇଟ ଲକ୍ଷ୍ୟମଣ ବେହେରା ଚାଷୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.