ETV Bharat / state

ଆଗକୁ ପଞ୍ଚାୟତ ଭୋଟ, ଫୋକସ୍‌ରେ ମାଓ ପ୍ରବଣ ଅଞ୍ଚଳ - ପଞ୍ଚାୟତ ନିର୍ବାଚନ ନେଇ ପୋଲିସ ପ୍ରସ୍ତୁତ

ବଲାଙ୍ଗୀରରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଉତ୍ତରାଞ୍ଚଳ ଡିଆଇଜିଙ୍କ ଅଧ୍ୟକ୍ଷତାରେ ପୋଲିସ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଥିଲା । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ ନେଇ ବଲାଙ୍ଗୀରରେ ପ୍ରସ୍ତୁତି ଆରମ୍ଭ କପଞ୍ଚାୟତ ନିର୍ବାଚନ ନେଇ ବଲାଙ୍ଗୀରରେ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସପଞ୍ଚାୟତ ନିର୍ବାଚନ ନେଇ ବଲାଙ୍ଗୀରରେ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସରିଛି ପୋଲିସ
ପଞ୍ଚାୟତ ନିର୍ବାଚନ ନେଇ ବଲାଙ୍ଗୀରରେ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ
author img

By

Published : Feb 13, 2022, 11:09 AM IST

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ । ଏନେଇ ଗତକାଲି ଉତ୍ତରାଞ୍ଚଳ ଡିଆଇଜିଙ୍କ ଅଧ୍ୟକ୍ଷତାରେ ପୋଲିସ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ତେବେ ସ୍ୱଚ୍ଛ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି ଓ ନିର୍ବାଚନ ସମୟରେ ପୋଲିସ ଫୋର୍ସ ମୁତୟନ ନେଇ ପୋଲିସ ସୂଚନା ଦେଇଛି।

ପଞ୍ଚାୟତ ନିର୍ବାଚନ ନେଇ ବଲାଙ୍ଗୀରରେ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ପଦକ୍ଷେପ ନିଆ ଯାଇଥିବାର ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି । ସେହିପରି ବଲାଙ୍ଗୀର ମାଓ ଅଞ୍ଚଳ ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯେଉଁଥିରେ କୁମ୍ବିଂ ଓ ପାଟ୍ରୋଲିଂକୁ ମଧ୍ୟ କଡା କଡ଼ି କରାଯାଇଛି । ସେହିପରି ପ୍ରତ୍ୟେକ ରାସ୍ତାରେ ପୋଲିସ ନାକା ବନ୍ଦୀ କରି କଡା ଯାଞ୍ଚ କରୁଥିବା ଏସ ପି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.