ETV Bharat / state

ବଲାଙ୍ଗୀରରେ ଫେଲ୍ ମାରିଛି କୋଭିଡ ପରିଚାଳନା ! ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - Covid management failed in balangir

ରାଜ୍ୟରେ ବଢିବାରେ ଲାଗିଛି କୋରୋନାର କାୟା । ବଲାଙ୍ଗୀରରେ ସଠିକ ଭାବେ କୋଭିଡ ପରିଚାଳନା ହେଉ ନଥିବା ଅଭିଯୋଗ ହୋଇଛି । କିଏ ଆଣିଛି ଏଭଳି ଅଭିଯୋଗ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Covid management failed in balangir
ସଠିକ ଭାବେ ହେଉନି କୋଭିଡ ପରିଚାଳନା, ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
author img

By

Published : Sep 30, 2020, 7:29 AM IST

ବଲାଙ୍ଗୀର: ରାଜ୍ୟରେ ବଢିବାରେ ଲାଗିଛି କୋରୋନା କାୟା । ହେଲେ ବଲାଙ୍ଗୀରରେ ସଠିକ ଭାବେ କୋରୋନା ପରିଚାଳନା ହେଉ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ସଠିକ ଭାବେ ହେଉନି କୋଭିଡ ପରିଚାଳନା, ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଜିଲ୍ଲା ପ୍ରଶାସନର ବିଫଳତା ଯୋଗୁଁ କୋରୋନାରେ ଅନେକ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଏଯାଏଁ ଅଭିଜ୍ଞ ଡାକ୍ତର ଓ ଉତ୍ତମ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଘୋର ଅଭାବ ରହିଛି। ଯାହାଫଳରେ କୋରୋନା ପରିସ୍ଥିତି ଗମ୍ଭୀର ହେଉଛି। ଫଳରେ ବଲାଙ୍ଗୀର ସହରର ବିଭିନ୍ନ ସଙ୍ଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏଦିଗରେ ଉଚିତ ପଦକ୍ଷେପ ନେବାକୁ ଦାବି କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.