ETV Bharat / state

ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ କଂଗ୍ରେସର ଗଣଧାରଣା - କଂଗ୍ରେସର ଗଣଧାରଣା

ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ଏଥିରେ ରାଜ୍ୟ ସରକାର ବିଫଳ ହୋଇଥିବାର ଦାବି ନେଇ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବଲାଙ୍ଗୀର
author img

By

Published : Jul 24, 2019, 2:55 PM IST

ବଲାଙ୍ଗୀର: ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷ୍ୟରୁ ଗଣଧାରଣା ଦିଆଯାଇଛି । ଏଥିପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶତାଧିକ କର୍ମକର୍ତ୍ତା ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଗଣଧାରଣାରେ ବସିଛନ୍ତି ।

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ନାବାଳିକା ଓ ମହିଳାଙ୍କ ପ୍ରତି ବଢିଥିବା ଗଣଦୁଷ୍କର୍ମ ପାଇଁ ସରକାର ଦାୟୀ ବୋଲି ଏମାନେ ଯୁକ୍ତି ରଖିଛନ୍ତି । ଏହାସହ ବଲାଙ୍ଗୀର ଜିଲ୍ଲାରେ ମରୁଡି ହୋଇଥିବାବେଳେ ସରକାର ଶୀଘ୍ର ପଦକ୍ଷେପ ନେବା, ବଲାଙ୍ଗୀରର ଲୋୟର ସୁକ ତେଲ ପ୍ରକଳ୍ପ, ବାୟପାସ ନିର୍ମାଣ ମଧ୍ୟ ଶୀଘ୍ର କରିବା ପାଇଁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସମାନ ଭାବରେ ଏପଟେ ବଲାଙ୍ଗୀରର ରାଜ ପରିବାର 700 ଏକର ଜମି ଚଞ୍ଚକତା କରିଥିବାର ଅଭିଯୋଗ ଆଣି ତାର ତଦନ୍ତ ଦାବି କରିଛନ୍ତି । ଏହାସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ତଥା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷ୍ୟରୁ ଗଣ ଧାରଣା ଦିଆ ଯାଇଛି । ଏବଂ ଏଥିରେ ରାଜ୍ୟ ସରକାର ବିଫଳ ହୋଇଥିବାର ଦାବି ନେଇ ଏମନେ ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କେଇଛନ୍ତି ।

Body:ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ ନେଇ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷ୍ୟରୁ ଗଣ ଧାରଣା ଦିଆ ଯାଇଛି । ଏଥିପାଇଁ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶତାଧିକ କର୍ମକର୍ତା ବଲାଂଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଗଣ ଧାରଣା ରେ ବସିଛନ୍ତି। ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ନାବାଳିକା ଓ ମହିଳାଙ୍କ ପ୍ରତି ବଢିଥିବା ଗଣ ଦୁଷ୍କର୍ମ ପାଇଁ ସରକାର ଦାୟୀ ବୋଲି ଏମନେ ଯୁକ୍ତି ରଖିଛନ୍ତି । ଏହାସହ ବଲସଙ୍ଗୀର ଜିଲ୍ଲାରେ ମରୁଡି ହୋଇଥିବା ବେଳେ ସରକାର ଶୀଘ୍ର ପଦକ୍ଷେପ ନେବା, ବଲାଂଗୀର ର ଲୋୟର ଶୁକ ତେଲ ପ୍ରକଳ୍ପ, ବାୟ ପାସ ନିର୍ମାଣ୍ଣ ମଧ୍ୟ ଶୀଘ୍ର କରିବା ର ରମାନେ ଦାବି କରିଛନ୍ତି। ସମାନ ଭାବରେ ଏମନେ ବଲାଂଗୀର ରାଜ ପରିବାର 700 ଏକ ର ଜମି ଚଂଚକତା କରିଥିବାର ଅଭିଯୋଗ ଆଣି ତାର ତଦନ୍ତ ଦାବି କରିଛନ୍ତି । ଏବଂ ଏ ବାବଦ୍ରୀକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପାଳଙ୍କ ପ୍ରଦାନ କରିଛନ୍ତି ତଥା ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.