ETV Bharat / state

ବଲାଙ୍ଗୀର ସହର ମୁହାଁ କୋରୋନା - balangir news

ମଙ୍ଗଳବାର ବଲାଙ୍ଗୀର ସହରରେ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା କଣ୍ଟେନମେଣ୍ଟ ଜୋନ ତଥା କୋରୋନା ହଟସ୍ପଟ ହାତୀସାଲ ପଡାରୁ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

city of Balangir is facing Corona
ବଲାଙ୍ଗୀର ସହର ମୁହାଁ କୋରୋନା
author img

By

Published : Jul 7, 2020, 7:34 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବା ବେଳେ ଏବେ ସହରକୁ ମାଡି ଆସିଛି ଏହି ବିପଦ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସହରରେ ପୁଣି ୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀର ସହର ମୁହାଁ କୋରୋନା

ବଲାଙ୍ଗୀର ଜିଲ୍ଲା କଣ୍ଟେନମେଣ୍ଟ ଜୋନ ତଥା କୋରୋନା ହଟସ୍ପଟ ହାତୀସାଲ ପଡାରୁ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ଏହି ପଡାରୁ ଏଯାବତ 44 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମଙ୍ଗଳବାର ସହରର ନୂଆ ଅଞ୍ଚଳରେ ମଧ୍ୟ କୋରୋନା ମାଡି ଥିବାବେଳେ ବଲାଙ୍ଗୀର ଠିକାଦାର ପଡାରୁ ଜଣେ ଲୋକାଲ କଣ୍ଟାକ୍ଟ ଭାବରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସବୁକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 227ରେ ପହଞ୍ଚିଛି । ଏମଧ୍ୟରୁ 165 ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି 62ଟି ମାମଲା ସକ୍ରିୟ ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.