ETV Bharat / state

ମରୁଡି ଆଶଙ୍କାରେ ବଲାଙ୍ଗୀର ଚାଷୀ

author img

By

Published : Jul 20, 2019, 11:42 PM IST

ବର୍ଷା ନହେଲେ ମରୁଡି ନିଶ୍ଚିତ ବୋଲି ଆଶଙ୍କା କରୁଛନ୍ତି ବଲାଙ୍ଗୀର ଚାଷୀ । ବର୍ଷାର ଦେଖା ନଥିବା ବେଳେ ଧାନ ଗଜା ସବୁ ସୁଖି ମରିଯିବା ସ୍ଥିତିରେ । ଏବର୍ଷ ଆବଶ୍ୟକ ସମୟରେ ବର୍ଷା ନହେବା  ଚାଷ କାମକୁ ବିଳମ୍ବିତ କରିଛି ।

ଡିଜାଇନ ଫଟୋ

ବଲାଙ୍ଗୀର: ଆଷାଢ ଯାଇ ଶ୍ରାବଣ ଆସିଲାଣି ମାତ୍ର ବର୍ଷାର ଦେଖା ନାହିଁ । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଥିବା ବେଳେ ମରୁଡି ହେବା ଆଶଙ୍କା ଘାରିଛି। ଋଣ କରଜ କରି ଚାଷ ପାଇଁ ବିହନ ସାର ଯୋଗାଡ଼ କରିଥିଲେ। ଏବେ ବର୍ଷା ନହେବା ସାଜିଛି କାଳ। ବିଳମ୍ବିତ ବର୍ଷାରେ ଧାନ ବୁଣି ଥିଲେ ଚାଷୀ, ଆଶା ଥିଲା ଆଗକୁ ଭଲ ବର୍ଷା ହେବ । ଏପଟେ କିନ୍ତୁ ଜମି ଶୁଖି ଆଁ କରିଥିବା ବେଳେ ଧାନ ଚାରା ସବୁ ମାରିବାକୁ ବସିଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଜିଲ୍ଲାରେ 3 ପ୍ରତିଶତ ଜଳ ସେଚନ ସୁବିଧା ଥିବା ବେଳେ ଚାଷୀ ବର୍ଷାଜଳକୁ ଅପେକ୍ଷା କରିଥାନ୍ତି । ଏବର୍ଷ ଆବଶ୍ୟକ ସମୟରେ ବର୍ଷା ନହେବା ଚାଷ କାମକୁ ବିଳମ୍ବିତ କରିଛି । କ୍ଷେତରେ ସବୁ ଧାନ ଗଜା ସୁଖି ମିରିଯିବା ସ୍ଥିତିରେ ହେଲେ ଏଯାଏଁ କୌଣସି ସରକାରୀ ସହାୟତା ମିଳିପାରିନାହିଁ । ନା ଜିଲ୍ଲା ପ୍ରସାଶନ ନା କୃଷି ଅଧିକାରୀ କେହି ବି ଚାଷୀଙ୍କ ପାଖରେ ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଆଶାଡ଼ ଯାଇ ଶ୍ରାବଣ ଲାଗିଥିବା ବେଳେ ମଧ୍ୟ ବର୍ଷା ର ଦେଖା ନାହିଁ। ଯାହାକୁ ନେଇ ଚାଷୀଙ୍କୁ ଏବେ ଭଲେଣି ପଡିଥିବା ବେଳେ ନିଶ୍ଚିତ ମରୁଡି ହେବାର ସମ୍ଭବନାରେ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ। ଗୋଟିଏ ପଟେ ବିଭିନ୍ନ ଋଣ ଧାର କରି ଏଥର ଚାଷ ପାଇଁ ବିହନ ସାର ଯୋଗାଡ଼ କରି କ୍ଷେତରେ ଚାଷ କାମ ଆରମ୍ଭ କରିଥିବା ବେଳେ ଏବେ ବର୍ଷା ନହେବା ଏମାନଙ୍କ ପାଇଁ କାଳ ସାଜିଛି।

Body:ବଲାଙ୍ଗୀରରେ ଆଶାଡ଼ ଯାଇ ଶ୍ରାବଣ ଲାଗିଥିବା ବେଳେ ମଧ୍ୟ ବର୍ଷା ର ଦେଖା ନାହିଁ। ଯାହାକୁ ନେଇ ଚାଷୀଙ୍କୁ ଏବେ ଭଲେଣି ପଡିଥିବା ବେଳେ ନିଶ୍ଚିତ ମରୁଡି ହେବାର ସମ୍ଭବନାରେ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ। ଗୋଟିଏ ପଟେ ବିଭିନ୍ନ ମଧ୍ୟମରୁ ଋଣ ଧାର କରି ଏଥର ଚାଷ ପାଇଁ ବିହନ ସାର ଯୋଗାଡ଼ କରି କ୍ଷେତରେ ଚାଷ କାମ ଆରମ୍ଭ କରିଥିଲେ ଚାଷୀ । ଏବଂ ପ୍ରଥମ ବିଳମ୍ବିତ ବର୍ଷାରେ ଧାନ ବୁଣି ଥିଲେ । ଆଶା ଥିଲା ଆଗକୁ ଭଲ ବର୍ଷା ହେବ ହେଲେ ଶ୍ରାବଣ ମାସ ଲାଗିଥିବା ସତ୍ତ୍ୱେ ବର୍ଷର ଦେଖା ନାହିଁ। ଏପଟେ କ୍ଷେତ ଶୁଖି ଆଁ କରିଥିବା ବେଳେ ଧାନ ଚାରା ସବୁ ମାରିବାକୁ ବସିଲାଣି । ତେବେ ଗଜା ମରୁଡି ହୋଇସାରିଥିବ ବେଳେ ଚାଷୀ ନିଶ୍ଚିତ ମରୁଡି କୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ।
ବାଇଟ ରୋହିତ କୁମାର ପଟେଲ ଚାଷୀ
ବାଇଟ ଦିଲୀପ କୁମାର ପଟେଲ ଚାଷୀ
ବଲାଙ୍ଗୀର ଜିଲ୍ଲା 3 ପ୍ରତିଶତ ଜଳ ସେଚନ ସୁବିଧା ଥିବା ବେଳେ ଚାଷ ସ୍ୱର୍ଗ ଆଶ୍ରିତ ହୋଇଥାଏ । ତେବେ ଏବର୍ଷ ଆବଶ୍ୟକ ସମୟରେ ବର୍ଷା ନହେବା ପୂର୍ବରୁ ଚାଷ କାମ କୁ ବିଳମ୍ବିତ କରିଥିଲା । ସେହିପରି ଚାଷୀ ଚାଷ କାମ ଆରମ୍ଭ କରିଥିବା ବେଳେ ବର୍ଷାର ଲୁଚକାଳି ଖେଳ ଜାରି ରହିଛି । ଏବଂ କ୍ଷେତରେ ଏଠି ସବୁ ଧାନ ଗାଜ ସୁଖୀ ଯାଇ ମାରିବା ସ୍ଥିତିରେ ପହଂଚିଛି । ଯାହା ଆଗକୁ ବର୍ଷା ହେଲେ ମଧ୍ୟ ଆଉ କାମ ଦେବ ନାହିଁ । ତେବେ ଗଜା ମରୁଡି ହୋଇ ସାରିଥିବା ବେଳେ ଆଗକୁ ମରୁଡି ମଧ୍ୟ ନିଶ୍ଚିତ ଅଟେ। ଗୋଟିଏ ପଟେ ଚାଷୀ ବର୍ତ୍ତମାନ ପରିସ୍ଥିତିରେ ଚିନ୍ତାରେ ଥିବା ବେଳେ ଜିଲ୍ଲା ପ୍ରଶାସନ କିମ୍ବା କୌଣସି କୃଷି ଅଧିକାରୀ ତାଙ୍କ ବିପଦ ସମୟରେ ପାଖରେ ନ ପହଂଚିବା କୁ ନେଇ ଛାସି ଅସନ୍ତୋଷ ଅଛନ୍ତି । ଏବଂ ବର୍ତ୍ତମାନ ପରିସ୍ଥିତିରେ ଚାଷି ଙ୍କୁ ଆଶ୍ୱାସନା ସହ ଉଚିତ ମାର୍ଗ ଦେଖାଇବା ପାଇଁ ମଧ୍ୟ କେହି ପ୍ରୟାସ ନକରିବା ଅତି ଦୁଃଖଦ ବୋଲି ଚାଷୀ କହିଛନ୍ତି ।
ବାଇଟ ରାଜେଶ୍ୱର ନାୟକ ଚାଷୀ
ବାଇଟ ସିତରାମ ରାଉତ ଚାଷୀ

Conclusion:ବଲାଙ୍ଗୀରରେ ଏବର୍ଷ ବର୍ଷ ନହେବା କାରଣରୁ ମରୁଡି ଗୋଟିଏ ପ୍ରକାରର ନିଶ୍ଚିତ ହୋଇଛି। ଏବଂ ଏଭଳି ପରିସ୍ଥିତିରେ ଚାଷୀ କଣ ସାହାଯ୍ୟ ସହଯୋଗ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.