ETV Bharat / state

ବଲାଙ୍ଗୀରରୁ ଅକ୍ସଫୋର୍ଡ; ରାଜ୍ୟ ପାଇଁ ଗୌରବ ଆଣିଲେ ଶୀତଳ ଜୈନ - ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଓଡିଆ ଛାତ୍ରୀ

ବଲାଙ୍ଗୀରର ଝିଅ ଶୀତଳ ଜୈନ ଓଡିଶା ତଥା ଭାରତ ପାଇଁ ଆଣିଛନ୍ତି ଗୌରବ । ଭାରତରୁ ଏକ ମାତ୍ର ଛାତ୍ରୀ ଭାବେ ସେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରେ ପିଏଚଡି ପାଇଁ ମନୋନୀତ ହୋଇଛନ୍ତି।

Balangir doughter s
Balangir doughter s
author img

By

Published : Aug 29, 2020, 7:00 AM IST

ବଲାଙ୍ଗୀର: ବଲାଙ୍ଗୀରର ଝିଅ ଶୀତଳ ଜୈନ ଓଡିଶା ତଥା ଭାରତ ପାଇଁ ଆଣିଛନ୍ତି ଗୌରବ । ଭାରତରୁ ଏକ ମାତ୍ର ଛାତ୍ରୀ ଭାବେ ସେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରେ ପିଏଚଡି ପାଇଁ ମନୋନୀତ ହୋଇଛନ୍ତି।

ବଲାଙ୍ଗୀର ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ । ଇଂଲଣ୍ଡର ଜଣାଶୁଣା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଇତିହାସରେ ପିଏଚଡି ପାଇଁ ମନୋନିତ ହେଇଛନ୍ତି । ଜୟ ପ୍ରକାଶ ଜୈନ ଓ କାନ୍ତାଦେବୀ ଜୈନଙ୍କ ଝିଅ ଶୀତଳକୁ ମିଲିଛି ଏହି ସୌଭାଗ୍ୟ । ଶୀତଳ ଛୋଟ ବେଳୁ ଥିଲେ ଶିକ୍ଷାନୁରାଗୀ । ସେ ଦୟାଲ କଲେଜ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇତିହାସରେ ବ୍ୟାଚଲର ଡିଗ୍ରି ହାସଲ କରିବା ପରେ ଜେଏନୟୁରେ ଏମଏ ଓ ଏମଫିଲ୍ଡ କରୁଥିଲେ ।

ବଲାଙ୍ଗୀରରୁ ଅକ୍ସଫୋର୍ଡ; ରାଜ୍ୟ ପାଇଁ ଗୌରବ ଆଣିଲେ ଶୀତଳ ଜୈନ

ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଡିଫିଲ କାର୍ଯ୍ୟକ୍ରମରେ ପିଏଚଡି କରିବା ଆଶା ରଖି ୨୦୧୯ ସେପ୍ଟେମ୍ବର ମାସରୁ ଆବେଦନ କରିଥିଲେ । ୨୦୨୦ ଅଗଷ୍ଟରେ ଫଳାଫଲ ବାହାରିଛି । ଯେଉଁଥିରେ ସେ ମନୋନୀତ ହୋଇଛନ୍ତି । ଏହି ସଫଳତା ପାଇବା ପରେ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.