ETV Bharat / state

Saintala Bandh: ଆଜି ୧୨ ଘଣ୍ଟିଆ ସଇଁତଲା ବନ୍ଦ - ସଇଁତଳା ବନ୍ଦ ଖବର

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ପ୍ରତିବାଦ ପୂର୍ବକ ୧୨ ଘଣ୍ଟିଆ ସଇଁତଲା ବନ୍ଦ(Saintala Bandh) ଡାକରା ଦେଇଛି କଂଗ୍ରେସ। ଅଧିକ ପଢନ୍ତୁ

Saintala Bandh: ୧୨ ଘଣ୍ଟିଆ ସଇଁତଲା ବନ୍ଦ ଡାକରା ଦେଇଛି ବ୍ଲକ କଂଗ୍ରେସ କମିଟି

author img

By

Published : Dec 26, 2021, 1:31 PM IST

ବଲାଙ୍ଗୀର: ଆଜି(ରବିବାର) ୧୨ ଘଣ୍ଟିଆ(12 hour shutdown) ସଇଁତଲା ବନ୍ଦ(Saintala Bandh)ଡାକରା ଦେଇଛି ସଇଁତଲା ବ୍ଲକ କଂଗ୍ରେସ କମିଟି(Saintala block congress committee) । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ପ୍ରତିବାଦ ପୂର୍ବକ ବନ୍ଦ ପାଳନର ଡାକରା ଦେଇଛି କଂଗ୍ରେସ ।

Saintala Bandh: ୧୨ ଘଣ୍ଟିଆ ସଇଁତଲା ବନ୍ଦ ଡାକରା ଦେଇଛି ବ୍ଲକ କଂଗ୍ରେସ କମିଟି

ତେବେ ରାଜ୍ୟରେ ଅପରାଧ, ହତ୍ୟା ଓ ନାରୀ ନିର୍ଯ୍ୟାତନା ଘଟଣା ବଢ଼ିବାରେ ଲାଗିଛି । ଏଥିରେ ଶାସନରେ ଥିବା ମନ୍ତ୍ରୀଙ୍କ ସଂପୃକ୍ତି ଥାଇ ମଧ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏନେଇ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ଯେଉଁଥିରେ ସଇଁତଳା ଅଞ୍ଚଳର ସବୁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।

ସେହିପରି ସଇଁତଳାରେ ଆଜି ଶାସକ ବିଜେଡି ତଥା ମନ୍ତ୍ରୀ ଟୁକୁନି ସାହୁ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରୁଛି । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.