ETV Bharat / state

ସିଏଏକୁ ନେଇ ବଲାଙ୍ଗୀରରେ ବିଜେପିର ସାମ୍ବାଦିକ ସମ୍ମିଳନୀ - ସିଏଏ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରେସମିଟ କରିଛି ବାଲଙ୍ଗୀର ବିଜେପି। ବ୍ଲକ ସ୍ତରକୁ ଯାଇ ଲୋକଙ୍କୁ ଏନେଇ ଅବଗତ କରାଯିବ ବୋଲି କୁହାଯାଇଛି। ଅଧିକ ପଢ଼ନ୍ତୁ...

bjp hols a press meet on CAA,  balangir bjp on citizenship amendment act,  citizenship amendment act, ବଲାଙ୍ଗୀରରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ସିଏଏ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ
ସିଏଏ ନେଇ ବଲାଙ୍ଗୀରରେ ବିଜେପିର ସାମ୍ବାଦିକ ସମ୍ମିଳନୀ
author img

By

Published : Jan 4, 2020, 10:17 PM IST

ବଲାଙ୍ଗୀର: ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ନାଗରିକତା ସଂଶୋଧନ ଆଇନ(ସିଏଏ) ଉପରେ ଏଠି ସ୍ପଷ୍ଟୀକରଣ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ଚୌହାନ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ ଏବଂ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ନାଗରିକ ସଂଶୋଧନ ଆଇନର ବର୍ତ୍ତମାନ ସମୟରେ ଆବଶ୍ୟକତା ଥିବା ଦଳ ପକ୍ଷରୁ କୁହାଯାଇଥିବା ବେଳେ ଏହା ଭାରତର ବିଭାଜନ ପରେ ପଡୋଶୀ ଦେଶରେ ଅବସ୍ଥାନ କରୁଥିବା କରୁଥିବା ସଂଖ୍ୟାଲଘୁଙ୍କ ପାଇଁ ବେଶ ସହାୟକ ହେବ। ଭାରତର 3 ପଡୋଶୀ ମୁସଲିମ ରାଷ୍ଟ୍ରରେ ରହୁଥିବା ସଂଖ୍ୟାଳଗୁ ସମ୍ପ୍ରଦାୟର ଲୋକେ ଧାର୍ମିକ ଉତ୍ପୀଡନର ଶିକାର ଶୀକାର ହୋଇ ଦେଶ ଛାଡୁଛନ୍ତି। ଏହା ପରେ ସେମାନେ ଭାରତରେ ଆସି ଆଶ୍ରୟ ନେଉଛନ୍ତି। ଦୀର୍ଘ ଦିନ ଧରି ଏଠାରେ ରହୁଥିଲେ ମଧ୍ୟ ସେମାନଙ୍କୁ ଭାରତୀୟ ନାଗରିକତା ମିଳିପାରି ନାହିଁ। ସିଏଏ ଆଇନ ଦ୍ବାରା ତାଙ୍କୁ ନାଗରିକତା ମିଳିବ ବୋଲି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସିଏଏ ନେଇ ବଲାଙ୍ଗୀରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଏହି ଆଇନକୁ ନେଇ ବିରୋଧି ଦଳ ରାଜନୀତି କରିବା ସହ ଲୋକଙ୍କୁ ଭ୍ରମିତ କରୁଥିବାର ବିଜେପି ଅଭିଯୋଗ ଆଣିଛି। ଏହା ବିରୋଧରେ ବିଜେପି ବ୍ଲକ ସ୍ତରକୁ ଯାଇ ଲୋକଙ୍କୁ ବୁଝାଇବ ବୋଲି କୁହାଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ବିଜେପି ଦଳ ପକ୍ଷ୍ୟରୁ ଏହି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଯେଉଁଥିରେ ନୂଆ ଲାଗୁ ହେବାକୁ ଥିବା ସି ଏ ଏ ବା ନାଗରିକ ସଂଶୋଧନ ଆଇନ ଉପରେ ଏଠି ସ୍ପଷ୍ଟୀ କାରଣ ଦିଆ ଯାଇଛି।

Body:ବଲାଙ୍ଗୀର ବିଜେପି ଦଳ ପକ୍ଷ୍ୟରୁ ଏହି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଯେଉଁଥିରେ ନୂଆ ଲାଗୁ ହେବାକୁ ଥିବା ସି ଏ ଏ ବା ନାଗରିକ ସଂଶୋଧନ ଆଇନ ଉପରେ ଏଠି ସ୍ପଷ୍ଟୀ କାରଣ ଦିଆ ଯାଇଛି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବଲାଂଗୀର ବିଜେପି ସଭାପତି ଶିବାଜୀ ଚୌହାନ, ବଲାଂଗୀର ସାଂସଦ ସଙ୍ଗୀତା ସିଂହଁ ଦେଓ ଓ ଲୋଇସିଗାଁ ବିଧାୟକ ମୁକେଶ ମହାଳିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ଏହି ନାଗରିକ ସଂଶୋଧନ ଆଇନ ଆଜିର ଆବଶ୍ୟକତା ଥିବାର ଏମାନେ କହିଥିବା ବେଳେ ଏହା ଭାରତ ବିଭାଜନ ରେ ପୀଡିତ ଥିବା ହିନ୍ଦୁ ଙ୍କ ପାଇଁ ବେଶ ସହାୟକ ହେବ ବୋଲି ଏମାନେ କହିଛନ୍ତି । ତେବେ ଏହି ଆଇନ ଦ୍ୱାରା ଆମ ତିନି ମୁସଲମାନ ପଡୋଶୀ ରାଜ୍ୟରେ ରହୁଥିବା ହିନ୍ଦୁ ମାନେ ଅତ୍ୟାଚାର ର ଶିକାର ହୋଇ ପଳାଇ ଆସି ଭାରତର ଶରଣ ପଶିଛନ୍ତି । ଏବଂ ଦୀର୍ଘ ଦିନରୁ ଏଠି ରହି ମଧ୍ୟ ସେମାନେ ଭାରତୀୟ ନାଗରିକତା ପାଇଁ ପାରି ନାହାନ୍ତି । ତେବେ ଏମାନଙ୍କୁ ଏହି ଆଇନ ସୁହାଇବା ଓ ସେମାନେ ଏଥିରେ ନାଗରିକତା ପାଇବ3 ବୋଲି ବିଜେପି ପକ୍ଷ୍ୟରୁ କୁହା ଯାଇଛି। ସେହିପରି ଏହାକୁ ଅନ୍ୟ ଦଳ ମାନେ ରାଜ ନୀତି କରୁଥିବା ବେଳେ ଲୋକଙ୍କୁ ଭ୍ରମିତ କରୁଥିବାର ବିଜେପି ଅଭିଯୋଗ ଆଣିଛି। ଏବଂ ଏହା ବିରୋଧରେ ବିଜେପି ବ୍ଲକ ସ୍ଥାରକୁ ଯାଇ ଲୋକଙ୍କୁ ବୁଝାଇବ ବୋଲି କହିଛି ।
ବାଇଟ ସଙ୍ଗୀତା ସିଂହ ଦେଓ ସାଂସଦ ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.