ETV Bharat / state

ଠିକାଦାରପଡା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା - କଣ୍ଟେନମେଣ୍ଟ ଜୋନ୍

ସମଗ୍ର ରାଜ୍ୟ ସମେତ ବଲାଙ୍ଗୀରରେ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲ୍ଲାର ଠିକାଦାରପଡା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

_containment zone
ଠିକାଦାରପଡା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
author img

By

Published : Jul 10, 2020, 2:57 PM IST

ବଲାଙ୍ଗୀର: ସମଗ୍ର ରାଜ୍ୟ ସମେତ ବଲାଙ୍ଗୀରରେ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜିଲ୍ଲାର ଠିକାଦାରପଡା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଶୁକ୍ରବାର ଠିକାଦାରପଡାରୁ ଆଉ 5 କୋରୋନା ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ଅଞ୍ଚଳକୁ ବଫର ଜୋନ୍ ଭାବରେ ଘୋଷଣା କରି ଏହି ଅଞ୍ଚଳକୁ ସିଲ୍ କରିଛି।

ଏହି ଅଞ୍ଚଳରେ ଦୋକାନ ବଜାର ସବୁ ବନ୍ଦ ଥିବାବେଳେ ଲୋକଙ୍କ ଯିବାଆସିବା ଉପରେ ରୋକ ଲଗାଯାଇଛି । ଏପଟେ ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ସର୍ଭେ ଏବଂ ସାନିଟାଇଜ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.