ETV Bharat / state

ଠିକଣା ବଦଳିଲା ପୁଞ୍ଜିଲାଲର - adress

ବଦଳିଲା ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରର ଠିକଣା

ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର
author img

By

Published : Feb 8, 2019, 2:52 PM IST

ବଲାଙ୍ଗୀର: ବଦଳିଲା ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରର ଠିକଣା । ପାଟଣାଗଡ଼ ଜେଲରୁ ଫେରାର ମାରିବାର ଉଦ୍ୟମ ପରେ ତାକୁ ବଲାଙ୍ଗୀର ମୁଖ୍ୟ କାରାଗାରକୁ ସ୍ଥାନାନ୍ତର କରାଯାଇଛି।

ଗତବର୍ଷ ୨୪ ଫେବୃଆରୀରେ ପାର୍ସଲ ଯୋଗେ ମୃତ୍ୟୁର ଉପହାର ପହଞ୍ଚି ଥିଲା । ଆଉ ଏଥିରେ ଚାଲିଯାଇଥିଲା ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମାଙ୍କ ଜୀବନ। ସେହିପରି ନବବଧୁ ରିମାରାଣୀ ଗୁରୁତର ଆହତ ହୋଇଥିଲେ । ତେବେ ଏହି ଘଟଣାରେ ବଲାଙ୍ଗୀର ପୋଲିସ ଓ ଓଡ଼ିଶା କ୍ରାଇମବ୍ରାଞ୍ଚ ତଦନ୍ତ କରି ପାଟଣାଗଡ଼ର ପୁଞ୍ଜିଲାଲ ମେହେରକୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା। ଆଉ ବିଚାରଧିନ କଏଦୀ ଭାବରେ ପାଟଣାଗଡ଼ ଉପକାରାଗାରରେ ଥିଲା। ତେବେ ସେଠି 8 ଜଣ କୁଖ୍ୟାତ ଡକାୟତଙ୍କ ସହ ମିଶି ଜେଲ କତ୍ତୃପକ୍ଷଙ୍କୁ ମାଡ଼ ମାରି ଫେରାର ଉଦ୍ୟମ ରଚିଥିଲା।

ଯାହା ଭଣ୍ଡୁର ହୋଇଥିବା ପରେ ତାକୁ କଡା ସୁରକ୍ଷା ମଧ୍ୟରେ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହା ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି କହିଥିବାବେଳେ ଏହାକୁ ବିରୋଧ କରି ସେ ଗତକାଲିଠୁ ଅନଶନ ରେ ଥିବା ଜଣାପଡିଛି। ସେପଟେ ବଲାଙ୍ଗୀର ଜେଲରେ କୁଖ୍ୟାତ ଅପରାଧୀ ଧଳ ସାମନ୍ତ , ମାଧବ ଖୁଣ୍ଟିଆ ଭଳି ଅନେକ ଥିବାବେଳେ ଏଠି ଯେମିତି କୌଣସି ଗୋଷ୍ଠି ତିଆରି ନ କରିପାରିବ ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ସେହିପରି ତାକୁ ଏକ ସ୍ୱତନ୍ତ୍ର ସେଲରେ ରଖାଯିବ ବୋଲି ଜେଲ କତ୍ତୃପକ୍ଷ କହିଛନ୍ତି।

undefined

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

ଠିକଣା ବଦଳିଲା ପୁଞ୍ଜିଲାଲର

ବଲାଙ୍ଗୀର: ବଦଳିଲା ପାର୍ସଲ ବୋମା ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରର ଠିକଣା । ପାଟଣାଗଡ଼ ଜେଲରୁ ଫେରାର ମାରିବାର ଉଦ୍ୟମ ପରେ ତାକୁ ବଲାଙ୍ଗୀର ମୁଖ୍ୟ କାରାଗାରକୁ ସ୍ଥାନାନ୍ତର କରାଯାଇଛି।

ଗତବର୍ଷ ୨୪ ଫେବୃଆରୀରେ ପାର୍ସଲ ଯୋଗେ ମୃତ୍ୟୁର ଉପହାର ପହଞ୍ଚି ଥିଲା । ଆଉ ଏଥିରେ ଚାଲିଯାଇଥିଲା ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମାଙ୍କ ଜୀବନ। ସେହିପରି ନବବଧୁ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ତେବେ ଏହି ଘଟଣାରେ ବଲାଙ୍ଗୀର ପୋଲିସ ଓ ଓଡ଼ିଶା କ୍ରାଇମବ୍ରାଞ୍ଚ ତଦନ୍ତ କରି ପାଟଣାଗଡ଼ର ପୁଞ୍ଜିଲାଲ ମେହେରକୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା। ଆଉ ବିଚାରଧିନ କଏଦୀ ଭାବରେ ପାଟଣାଗଡ଼ ଉପକାରାଗାରରେ ଥିଲା। ତେବେ ସେଠି 8 ଜଣ କୁଖ୍ୟାତ ଡକାୟତଙ୍କ ସହ ମିଶି ଜେଲ କତ୍ତୃପକ୍ଷଙ୍କୁ ମାଡ଼ ମାରି ଫେରାର ଉଦ୍ୟମ ରଚିଥିଲା।

ଯାହା ଭଣ୍ଡୁର ହୋଇଥିବା ପରେ ତାକୁ କଡା ସୁରକ୍ଷା ମଧ୍ୟରେ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହା ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ବୋଲି କହିଥିବାବେଳେ ଏହାକୁ ବିରୋଧ କରି ସେ ଗତକାଲିଠୁ ଅନଶନ ରେ ଥିବା ଜଣାପଡିଛି। ସେପଟେ ବଲାଙ୍ଗୀର ଜେଲରେ କୁଖ୍ୟାତ ଅପରାଧୀ ଧଳ ସାମନ୍ତ , ମାଧବ ଖୁଣ୍ଟିଆ ଭଳି ଅନେକ ଥିବାବେଳେ ଏଠି ଯେମିତି କୌଣସି ଗୋଷ୍ଠି ତିଆରି ନ କରିପାରିବ ସେ ନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ସେହିପରି ତାକୁ ଏକ ସ୍ୱତନ୍ତ୍ର ସେଲରେ ରଖାଯିବ ବୋଲି ଜେଲ କତ୍ତୃପକ୍ଷ କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.