ETV Bharat / state

ଧୁମ୍‌ଧାମରେ ଇଦ୍-ଉଲ୍-ଜୁହା ପାଳିଲେ ବଲାଙ୍ଗୀରବାସୀ - ବକରିଦ

ରାଜ୍ୟର ସମସ୍ତ ସ୍ଥାନରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ବକରୀ ଇଦ୍ ପର୍ବ । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ହର୍ଷୋଲ୍ଲାସର ସହ ପାଳିତ ହୋଇଛି ବକରୀ ଇଦ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 12, 2019, 12:24 PM IST

ବଲାଙ୍ଗୀର: ଜିଲ୍ଲାରେ ଧୁମ୍ଧାମରେ ପାଳିତ ହୋଇଛି ମୁସଲମାନଙ୍କର ବକରୀ ଇଦ । ଆତ୍ମସମର୍ପଣ ଓ ବଳିଦାନର ଏହି ପର୍ବକୁ ହର୍ଷୋଲ୍ଲାସର ସହ ସବୁ ମୁସଲମାନ ପାଳନ କରୁଛନ୍ତି । ସୋମବାର ସହରର ସବୁ ମୁସଲମାନ ଭାଇମାନେ ସ୍ଥାନୀୟ ସୁନ୍ନି ସଦର ମସଜିଦରେ ସମୂହ ନମାଜ ପାଠ କରି ଓ ପରସ୍ପରଙ୍କୁ ଇଦର ଅଭିନନ୍ଦନ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏହାପରେ ସମସ୍ତେ ନିଜ ଘରେ ପୂର୍ବ ପୁରୁଷଙ୍କୁ ମନେ ପକାଇ କୁର୍ବାନି ଦେବା ସହ ମିଳି ମିଶି ଏହାକୁ ପାଳନ କରିବେ । ଆସନ୍ତା ଦୁଇ ଦିନ ଧରି ଏହି ପର୍ବରେ ସବୁ ମୁସଲମାନ ଭାଇ ମାନେ କୁର୍ବାନୀ ଦେବା ସହ ବଳିଦାନର ଏହି ପର୍ବରେ ସାମିଲ ହେବେ । ବିଶେଷ କରି ଏହି ପର୍ବରେ ମୁସଲମାନ ଭାଇ ମାନେ ଦାନ ଧର୍ମ କରିବା ସହ ପଶୁ ବଳି ଦେଇଥାନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ ଧୁମ୍ ଧାମରେ ମୁସଲିମ ମାନଙ୍କର ଇଦ୍ ଉଲ୍ ଯୁହା ପାଳିତBody:ବଲାଙ୍ଗୀରରେ ଧୁମ୍ ଧାମରେ ମୁସଲିମ ମାନଙ୍କର ଇଦ୍ ଉଲ୍ ଯୁହା ପାଳିତ ହେଉଛି । ଆତ୍ମସମର୍ପଣ ଓ ବଳିଦାନର ଏହି ପର୍ବରେ ଆଜି ଏଠି ହସ୍ ଉଲ୍ଲାସରେ ସବୁ ମୁସଲମାନ ମାନେ ଏହାକୁ ପାଳନ କରୁଛନ୍ତି । ଆଜି ଏଥିରେ ସହରର ସବୁ ମୁସଲମାନ ଭାଇ ମାନେ ସ୍ଥାନୀୟ ସୁନ୍ନି ସଦର ମସଜିଦରେ ସମୂହ ନମାଜ ପାଠ କରିଥିଲେ । ଏବଂ ପରସ୍ପର ଙ୍କୁ ଇଦ୍ ର ଅଭିନନ୍ଦନ ଜଣାଇଛନ୍ତି । ଜାହାପରେ ସମସ୍ତେ ନିଜ ଘରେ ପୂର୍ବ ପୁରୁଷଙ୍କୁ ମାନେ କରି କୁର୍ବାନି ଦେବା ସହ ମିଳି ମିଶି ଏହାକୁ ପାଳନ କରିବେ । ଏବଂ ଆସନ୍ତା ଦୁଇ ଦିନ ଧରି ଏହି ପର୍ବରେ ସବୁ ମୁସଲମାନ ଭାଇ ମାନେ କୁର୍ବାନୀ ଦେବା ସହ ବଳିଦାନ ର ଏହି ପର୍ବରେ ସାମିଲ ହେବେ । ବିଶେଷ କରି ଏହି ପର୍ବରେ ମୁସଲମାନ ଭାଇ ମାନେ ଦାନ୍ ଧର୍ମ କରିବା ସହ ପଶୁ ବଳି ଦେବେ । Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.