ETV Bharat / state

ପୁଣି ଶ୍ରମିକ ଟ୍ରେନରେ ପ୍ରସବ: ମା' ଶିଶୁ ଉଭୟ ସୁସ୍ଥ - ଶ୍ରମିକ ଟ୍ରେନ

ସ୍ଵତନ୍ତ୍ର ଶ୍ରମିକ ଟ୍ରେନରେ ପ୍ରବାସୀ ଶ୍ରମିକମାନେ ଘରକୁ ବାହାଡୁଛନ୍ତି । ତେବେ ଏହି ଯାତ୍ରା ସମୟରେ ଛତିଶଗଡ ଗରିଆ ବନ୍ଦକୁ ଯାଉଥିବା ଗର୍ଭବତୀ ଜଣକ ଟ୍ରେନ ମଧ୍ୟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପ୍ରାଥମିକ ଚିକିତ୍ସ ପରେ ଏବେ ମା' ଓ ଶିଶୁ 2ଜଣ ସୁସ୍ଥ ଥିବାର ଜଣା ପଡିଛି ।

baby-girl-born-on-the-labour-train-at-balangir

author img

By

Published : May 24, 2020, 5:28 PM IST

ବଲାଙ୍ଗୀର: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ଜାରି ରହିଥିବା ବେଳେ ଏଥିପାଇଁ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ ଆସୁଛି । ଏଥି ମଧ୍ୟରେ ଘଟଣା ଅଘଟଣା ମଧ୍ୟ ଲାଗି ରହିଛି । ତେବେ ପୁଣି ଜଣେ ମହିଳା ଏହି ଶ୍ରମିକ ଟ୍ରେନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ପୁଣି ଶ୍ରମିକ ଟ୍ରେନରେ ପ୍ରସବ ଘଟଣା: ମା' ଶିଶୁ ଉଭୟ ସୁସ୍ଥ

ରବିବାର ଆନ୍ଧ୍ରପ୍ରଦେଶ କାଜୁପେଟରୁ ଏକ ସ୍ବତନ୍ତ୍ର ଟ୍ରେନ ବଲାଙ୍ଗୀର ଆସୁଥିବାବେଳେ ଏହି ଟ୍ରେନରେ ଛତିଶଗଡ ଗରିଆ ବନ୍ଦକୁ ଯାଉଥିବା ଗର୍ଭବତୀ ଜଣକ ଟ୍ରେନ ମଧ୍ୟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଟ୍ରେନଟି ଟିଟିଲାଗଡ ପହଞ୍ଚିବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ମହିଳା ଓ ଶିଶୁଙ୍କ ଯାଞ୍ଚ ପରେ ଟିଟିଲାଗଡ ଡାକ୍ତରଖାନାକୁ ସ୍ଥାନ୍ତରିତ କରିଥିଲେ । ସେପଟେ ପ୍ରାଥମିକ ଚିକିତ୍ସ ପରେ ଏବେ ମା' ଓ ଶିଶୁ 2ଜଣ ସୁସ୍ଥ ଥିବାର ଜଣା ପଡିଛି ।

baby-girl-born-on-the-labour-train-at-balangir
ପୁଣି ଶ୍ରମିକ ଟ୍ରେନରେ ପ୍ରସବ ଘଟଣା: ମା' ଶିଶୁ ଉଭୟ ସୁସ୍ଥ

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ ଓ ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.