ETV Bharat / state

5 ଦଫା ଦାବି ନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ ଆଶାସାଥୀ ସଂଘ

ପାଞ୍ଚ ଦଫା ଦାବି ପୂରଣ ନେଇ ଆଶାସାଥୀ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଅଧିକ ପଢନ୍ତୁ...

aa
5 ଦଫା ଦାବି ନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ
author img

By

Published : Feb 28, 2020, 5:32 AM IST

ବଲାଙ୍ଗୀର: ପାଞ୍ଚ ଦଫା ଦାବି ପୂରଣ ନେଇ ଆଶାସାଥୀ ସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଯେଉଁଥିରେ ଜିଲ୍ଲାର ସବୁ ଆଶା ସାଥୀମାନେ ସାମିଲ ହୋଇଥିଲେ ।

5 ଦଫା ଦାବି ନେଇ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ

ତେବେ ଆଶା ସାଥୀଙ୍କୁ ସରକାରୀ ମାନ୍ୟତା ଦାବି, କେନ୍ଦ୍ର ସରକାର ଘୋଷଣା କରିହିବା 6 ହଜାର ଟଙ୍କା ଦରମା ପ୍ରଦାନ, ଆଶା ସାଥୀଙ୍କ ୟୁନିଫର୍ମ ଲାଗୁ କରିବା, ଆଶା କର୍ମୀଙ୍କୁ ଟ୍ରେନିଂ ଓ ଏମାନଙ୍କୁ ବୀମା ଭୁକ୍ତ କରିବା ସହ ମୃତ୍ୟୁ କାଳୀନ କ୍ଷ୍ୟତି ପୁରଣ ପ୍ରଦାନ ଭଳି ମୁଖ୍ୟ ପାଞ୍ଚଟି ଦାବି ଏମାନେ ଉପସ୍ଥାପିତ କରିଥିଲେ । ଏବଂ ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି ଏମନେ ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.