ETV Bharat / state

ମଦ ଦୋକାନରୁ ମଦ ଚୋରି ଅଭିଯୋଗ

author img

By

Published : Jun 20, 2021, 7:29 AM IST

ମଦ ଦୋକାନରୁ 5 ଲକ୍ଷ ଟଙ୍କାର ବିଦେଶୀ ମଦ ଚୋରି କରି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ମଦ ଦୋକାନରୁ ମଦ ଚୋରି ଅଭିଯୋଗ
ମଦ ଦୋକାନରୁ ମଦ ଚୋରି ଅଭିଯୋଗ

ବଲାଙ୍ଗୀର: ମଦ ଦୋକାନରୁ ମଦ ଚୋରି କରି ନେଲେ ଦୁର୍ବୃତ୍ତ । ବଲାଙ୍ଗୀର କଂଶାରି ପଡ଼ାରେ ଥିବା ସାତ ନମ୍ବର ବିଦେଶୀ ଠିପି ବନ୍ଦ ମଦ ଦୋକାନରୁ ଲକ୍ଷାଧିକ ଟଙ୍କାର ମଦ ଏହି ଚୋରି ହୋଇଥିବାର ଅଭିଯୋଗ ହୋଇଛି ।

ମଦ ଦୋକାନରୁ ମଦ ଚୋରି ଅଭିଯୋଗ

ତେବେ ସପ୍ତାହନ୍ତ ସଟଡାଉନ ଥିବା ବେଳେ ଦୁର୍ବୃତ୍ତ ମାନେ ଦୋକାନର ତାଲା ଭାଙ୍ଗି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ବିଦେଶୀ ମଦ ଚୋରି କରିଥିବାର ଅଭିଯୋଗ ହୋଇଛି। ଯାହାକୁ ନେଇ ଏବେ ସହରରେ ଚର୍ଚ୍ଚା ହେଉଥିବା ବେଳେ ବଲାଙ୍ଗୀର ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.