ETV Bharat / state

ବ୍ଲକରେ ମିଳୁନି ଜମିପଟ୍ଟା, ପ୍ରତିବାଦରେ ଓକିଲଙ୍କ ଆନ୍ଦୋଳନ

author img

By

Published : Sep 30, 2019, 10:32 PM IST

ଦଶବର୍ଷ ହେବ ଜମିପଟ୍ଟା ପାଇଁ ହେଉଛି ଆବେଦନ । କିନ୍ତୁ ମିଳୁନି ଜମିପଟ୍ଟା । ଫଳରେ ଚାରି ହଜାର ଲୋକଙ୍କ ଆବେଦନ ପଡ଼ିରହିଛି । ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଂଘ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଜିଲ୍ଲାର ବଙ୍ଗୋମୁଣ୍ଡାରେ ସୋମବାର ଓକିଲ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ତେବେ ଲୋକଙ୍କ ଜମିପଟ୍ଟା ହୋଇ ପାରୁନଥିବା ପ୍ରତିବାଦକୁ ନେଇ ଏପରି ଆନ୍ଦୋଳନରେ ବସିଛନ୍ତି ଓକିଲ ।

ବ୍ଲକରେ ମିଳୁନି ଜମି ପଟ୍ଟା, ପ୍ରତିବାଦରେ ଓକିଲଙ୍କ ଆନ୍ଦୋଳନ

ଅଭିଯୋଗ ମୁତାବକ ଦୀର୍ଘ ଦଶ ବର୍ଷ ହେବ ବଙ୍ଗୋମୁଣ୍ଡା ତହସିଲରେ ଲୋକଙ୍କ ଜମିପଟ୍ଟା ପାଇଁ ଆବେଦନ କରା ଯାଇଥିଉଛି କିନ୍ତୁ ପଟ୍ଟା ମିଳୁନାହିଁ । ଫଳରେ ବର୍ତ୍ତମାନ ସୁଦ୍ଧା ଚାରି ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜମିପଟ୍ଟା ନହୋଇ ପଡି ରହିଛି । ଯାହା ଦ୍ବାରା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ତେବେ ଏହାକୁ ନେଇ ସ୍ଥାନୀୟ ଓକିଲ ସଂଘ ଆନ୍ଦୋଳନର ପନ୍ଥା ଆପଣେଇଛି । ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଏହି ତାଲା ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଓକିଲ ।

ବଲାଙ୍ଗୀରରୁ ସେକ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡାରେ ଆଜି ଓକିଲ ମାନେ ଅନିର୍ଦ୍ଦିଷ୍ଟ କଳା ପାଇଁ ତାଲା ବନ୍ଦ୍ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଏବଂ ଏଠିକାର ତହସିଲ କାର୍ଯ୍ୟାଳୟ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ତେବେ ଲୋକଙ୍କ ଜମି ପଟ୍ଟା ହୋଇ ପାରୁ ନ ଥିବା ପ୍ରତିବାଦ ରେ ଏହି ଆନ୍ଦୋଳନ ଓକିଲ ମାନେ କରିଛନ୍ତି । Body:ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡାରେ ଆଜି ଓକିଲ ମାନେ ଅନିର୍ଦ୍ଦିଷ୍ଟ କଳା ପାଇଁ ତାଲା ବନ୍ଦ୍ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଏବଂ ଏଠିକାର ତହସିଲ କାର୍ଯ୍ୟାଳୟ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ତେବେ ଲୋକଙ୍କ ଜମି ପଟ୍ଟା ହୋଇ ପାରୁ ନ ଥିବା ପ୍ରତିବାଦ ରେ ଏହି ଆନ୍ଦୋଳନ ଓକିଲ ମାନେ କରିଛନ୍ତି । ଅଭିଯୋଗ ଅନୁସାରେ ଦୀର୍ଘ ଦସ ବର୍ଷ ହେବା ବଙ୍ଗୋମୁଣ୍ଡାରେ ତହସିଲ ରେ ଲୋକଙ୍କ ଜମିପଟ୍ଟା ପାଇଁ ଆବେଦନ କରା ଯାଇଥିବା ବେଳେ ତାହା ତହସିଲ ଦେଇ ପାରୁ ନାହିଁ । ଫଳରେ ଏଯାଏଁ ଚାରି ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ଜମିପଟ୍ଟା ନହୋଇ ପଡି ରହିଛି। ଯାହା ଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁ ଛନ୍ତି । ତେବେ ଏହାକୁ ନେଇ ଏଠିକାର ଓକିଲ ସଂଘ ଏହି ଆନ୍ଦୋଳନ କରିଲୁଥିବ ବେଳେ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ଏହି ତାଲା ବନ୍ଦ୍ ଆନ୍ଦୋଳନ ଜାରି ରହିବ ବୋଲି ଏମାନେ କହିଛନ୍ତି ।
ବାଇ ଟ ଡି ସାହୁ ଆନ୍ଦୋଳନ କାରୀ ଓକିଲ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.